ଇରାକରେ କାର ବୋମା ବିସ୍ଫୋରଣ,୧୩୦ ମୃତ

ବାଗଦାଦ : ପୂର୍ବ ଇରାକର ଏକ ଜନଗହଳିପୂର୍ଣ୍ଣ ମାକେର୍ଟରେ ଶନିବାର କାର ବୋମା ବିସ୍ଫୋରଣରେ ୧୩୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ଆତଙ୍କବାଦୀ ସଂଗଠନ ଆଇଏସ ଭିଆଇଥିବା କୁହାଯାଇଛି। ଦିୟାଲା ପ୍ରଦେଶ କାଉନସିଲର ମୁଖପାତ୍ର ଇମ୍ମାଦ୍ ମୁତ୍ଥାନ୍ନା କହିଛନ୍ତି ଯେ ଏହି ବୋମା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ୨୦ଜଣ ସାଧାରଣ ଲୋକଙ୍କର ଏବେ ସୁଦ୍ଧା କୌଣସି ପତ୍ତା ମିଳୁ ନାହିଁ। ବିସ୍ଫୋରଣର ମାତ୍ରା ଏତେ ଶକ୍ତିଶାଳୀଥିଲା ଯେ ବିସ୍ଫୋରଣ କେନ୍ଦ୍ରସ୍ଥଳରୁ ୫୦୦ […]

iraq

iraq

Rakesh Mallick
  • Published: Saturday, 18 July 2015
  • Updated: 04 May 2017, 03:45 PM IST

Sports

Latest News

ବାଗଦାଦ : ପୂର୍ବ ଇରାକର ଏକ ଜନଗହଳିପୂର୍ଣ୍ଣ ମାକେର୍ଟରେ ଶନିବାର କାର ବୋମା ବିସ୍ଫୋରଣରେ ୧୩୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ଆତଙ୍କବାଦୀ ସଂଗଠନ ଆଇଏସ ଭିଆଇଥିବା କୁହାଯାଇଛି।

ଦିୟାଲା ପ୍ରଦେଶ କାଉନସିଲର ମୁଖପାତ୍ର ଇମ୍ମାଦ୍ ମୁତ୍ଥାନ୍ନା କହିଛନ୍ତି ଯେ ଏହି ବୋମା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ୨୦ଜଣ ସାଧାରଣ ଲୋକଙ୍କର ଏବେ ସୁଦ୍ଧା କୌଣସି ପତ୍ତା ମିଳୁ ନାହିଁ। ବିସ୍ଫୋରଣର ମାତ୍ରା ଏତେ ଶକ୍ତିଶାଳୀଥିଲା ଯେ ବିସ୍ଫୋରଣ କେନ୍ଦ୍ରସ୍ଥଳରୁ ୫୦୦ ମିଟର ଯାଏଁ ଲୋକଙ୍କ ଅତ୍ତାପତ୍ତା ମିଳୁ ନାହିଁ। ପ୍ରଶାସନ ପକ୍ଷରୁ ଗୁରୁତରମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶକ୍ତିଶାଳୀ ବିସ୍ଫୋରଣରେ ବହୁ ଲୋକ ଗୁରୁତର ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଇଛି।

ସମଗ୍ର ବିଶ୍ୱମାସୀ ଇଦ ଅଲ-ଫିତର ମହା ଆଡମ୍ବାରରେ ପାଳନ କରୁଥିବାବେଳେ ଆଇଏସ ଆତଙ୍କୀମାନେ ଏହିଭଳି ଅଘଟଣ ଘଟାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story