୧୫୦ ଟ୍ରେନ୍‌ ଏବଂ ୫୦ ଷ୍ଟେସନ୍‌ର ହେବ ଘରୋଇକରଣ

ନୂଆଦିଲ୍ଲୀ: ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ୧୫୦ଟି ଟ୍ରେନ୍‌ ଏବଂ ୫୦ଟି ଷ୍ଟେସନ୍‌ର ହେବ ଘରୋଇକରଣ। ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଏକ ଟାସ୍କଫୋର୍ସ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିତି ଆୟୋଗ ସିଇଓ ଅମିତାଭ କାନ୍ତ ରେଲୱେ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବଙ୍କୁ ଏକ ଚିଠିରେ ଲେଖିଛନ୍ତି ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଏକ ସଶକ୍ତ ଗ୍ରୁପ୍‌ ଗଠନ କରାଯିବ। ଏହି ଗ୍ରୁପ୍‌ରେ ଉପରୋକ୍ତ ଦୁଇ ଶୀର୍ଷ ଅଧିକାରୀଙ୍କ […]

train

train

Subrat Kumar Nayak
  • Published: Thursday, 10 October 2019
  • Updated: 10 October 2019, 08:53 PM IST

Sports

Latest News

ନୂଆଦିଲ୍ଲୀ: ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ୧୫୦ଟି ଟ୍ରେନ୍‌ ଏବଂ ୫୦ଟି ଷ୍ଟେସନ୍‌ର ହେବ ଘରୋଇକରଣ। ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଏକ ଟାସ୍କଫୋର୍ସ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ନିତି ଆୟୋଗ ସିଇଓ ଅମିତାଭ କାନ୍ତ ରେଲୱେ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବଙ୍କୁ ଏକ ଚିଠିରେ ଲେଖିଛନ୍ତି ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଏକ ସଶକ୍ତ ଗ୍ରୁପ୍‌ ଗଠନ କରାଯିବ। ଏହି ଗ୍ରୁପ୍‌ରେ ଉପରୋକ୍ତ ଦୁଇ ଶୀର୍ଷ ଅଧିକାରୀଙ୍କ ସହ ଅର୍ଥନୀତିକ ବ୍ୟାପାର ସଚିବ, ଗୃହନିର୍ମାଣ ଏବଂ ସହର ବ୍ୟାପାର ସଚିବ ମଧ୍ୟ ଅଂଶ ହେବେ।

ଅମିତାଭ ଏହି ଅବସରରେ କହିଛନ୍ତି, ରେଲୱେ ୪୦୦ ଷ୍ଟେସନ୍‌କୁ ବିଶ୍ୱସ୍ତରୀୟ କରିବ ବୋଲି ଯୋଜନା କରିଥିଲେ ମଧ୍ୟ ହାତଗଣତି କିଛି ଏହି ଲକ୍ଷ୍ୟ ପୂରଣ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, “ମୁଁ ରେଲୱେ ମନ୍ତ୍ରୀଙ୍କ ସହ ଏନେଇ କଥା ହୋଇଛି। ଏହି ଆଲୋଚନାରେ ନିଷ୍ପତ୍ତି ହୋଇଛି ପ୍ରାୟ ୫୦ଟି ଷ୍ଟେସନ୍‌କୁ ଏହି ପ୍ରସଙ୍ଗରେ ପ୍ରାଥମିକତା ଦେବାକୁ ହେବ। ଗତ କିଛି ଦିନ ତଳେ ବିମାନବନ୍ଦରର ଘରୋଇକରଣ ଶୈଳୀରେ ସଚିବ ସ୍ତରରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ।”

ଅମିତାଭ ୧୫୦ଟି ଟ୍ରେନ୍‌ର ପରିଚାଳନାର ଘରୋଇକରଣ ବାବଦରେ ମଧ୍ୟ ଏହି ଅବସରରେ କହିଥିଲେ। ସେ କହିଥିଲେ ରେଲୱେ ମନ୍ତ୍ରଣାଳୟ ଏନେଇ ନିଷ୍ପତ୍ତି ନେଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story