ଆଇଏସ୍ ‌ଅଧିକୃତ ଅଲ୍-ବାବ୍ ଉପରେ ସିରିଆ ବାୟୁସେନାର ଆକ୍ରମଣ, ୨୮ ମୃତ

ବେଉରଟ: ସିରିଆର ଉତ୍ତରରେ ଅବସ୍ଥିତ ଅଲ୍ ବାବ ନାମକ ଏକ ସହର ଉପରେ ଶନିବାର ସିରିଆ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏ ଅଞ୍ଚଳଟି ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଅକ୍ତିଆରରେ ରହିଛି। ଏହି ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଛନ୍ତି। ସିରିଆରେ କାର୍ଯ୍ୟ କରୁଥିବା ଆମେରିକାର ଏକ ମାନବାଧିକାର ସଂଗଠନ ଏହି ତଥ୍ୟ ଦେଇଛି। ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ଆଲପ୍ପୋର ଉତ୍ତରପୂର୍ବରୁ ୩୦ […]

syria

syria

Rakesh Mallick
  • Published: Saturday, 11 July 2015
  • Updated: 04 May 2017, 03:45 PM IST

Sports

Latest News

ବେଉରଟ: ସିରିଆର ଉତ୍ତରରେ ଅବସ୍ଥିତ ଅଲ୍ ବାବ ନାମକ ଏକ ସହର ଉପରେ ଶନିବାର ସିରିଆ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏ ଅଞ୍ଚଳଟି ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଅକ୍ତିଆରରେ ରହିଛି। ଏହି ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଛନ୍ତି। ସିରିଆରେ କାର୍ଯ୍ୟ କରୁଥିବା ଆମେରିକାର ଏକ ମାନବାଧିକାର ସଂଗଠନ ଏହି ତଥ୍ୟ ଦେଇଛି। ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ଆଲପ୍ପୋର ଉତ୍ତରପୂର୍ବରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ଅଲ୍-ବାବ୍ ସହରରେ ସିରିଆ ବାୟୁ ସେନା ପକ୍ଷରୁ ହେଲିକପ୍ଟର ଯୋଗେ ଆକ୍ରମଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story