ଆଇଏସ୍ କବଜାରୁ ରମାଦୀକୁ ମୁକ୍ତ କରିବାକୁ ଅଣ୍ଟା ଭିଡିଲା ଇରାକ୍ ଅର୍ଦ୍ଧ ସାମରିକ ବାହିନୀ

ବାଗଦାଦ୍: ଐତିହାସିକ ରମାଦୀ ସହରକୁ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍) କବଳରୁ ମୁକ୍ତ କରିବା ପାଇଁ ସିଆ ଅର୍ଦ୍ଦ ସାମରିକ ବାହିନୀ ଅଭିଯାନ ଆରମ୍ଭ କରିଛି। ପ୍ରାୟ ସପ୍ତାହେ ତଳୁ ଆଇଏସ୍ ରମାଦୀ ସହରକୁ ନିଜ କବଜାକୁ ନେଇ ଯାଇଛି। ଆଉ ଗତ ଏକ ବର୍ଷ ମଧ୍ୟରେ ଇରାକୀ ସେନା ପାଇଁ ଏହା ଥିଲା ବଡ ଝଟକା। ରମାଦୀ ସହରକୁ ପୁଣି ଥରେ ନିଜ କବଜାକୁ ଆଣିବାରେ ଇରାକୀ ସେନା ବିଫଳ ହେବାରୁ ସେଠାକାର ସରକାର […]

retake

Rakesh Mallick
  • Published: Wednesday, 27 May 2015
  • , Updated: 04 May 2017, 03:45 PM IST

ବାଗଦାଦ୍: ଐତିହାସିକ ରମାଦୀ ସହରକୁ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍) କବଳରୁ ମୁକ୍ତ କରିବା ପାଇଁ ସିଆ ଅର୍ଦ୍ଦ ସାମରିକ ବାହିନୀ ଅଭିଯାନ ଆରମ୍ଭ କରିଛି।
ପ୍ରାୟ ସପ୍ତାହେ ତଳୁ ଆଇଏସ୍ ରମାଦୀ ସହରକୁ ନିଜ କବଜାକୁ ନେଇ ଯାଇଛି। ଆଉ ଗତ ଏକ ବର୍ଷ ମଧ୍ୟରେ ଇରାକୀ ସେନା ପାଇଁ ଏହା ଥିଲା ବଡ ଝଟକା। ରମାଦୀ ସହରକୁ ପୁଣି ଥରେ ନିଜ କବଜାକୁ ଆଣିବାରେ ଇରାକୀ ସେନା ବିଫଳ ହେବାରୁ ସେଠାକାର ସରକାର ସିଆ ଅର୍ଦ୍ଧ ସାମରିକ ବାହିନୀକୁ ଏହି ଦାୟିତ୍ୱ ଦେଇଛନ୍ତି। ଅର୍ଦ୍ଧ ସାମରିକ ବାହାନୀର ଜଣେ ପ୍ରବକ୍ତା କହିଛନ୍ତି ଯେ, ଏହି ଅଭିଯାନର ନାମ ‘ଲବେଇକ ୟା ହୁସେନ୍’ ରଖାଯାଇଛି। ଖୁବଶୀଘ୍ର ରମାଦୀ ସହର ଇରାକ ସରକାରଙ୍କ ଅଧୀନକୁ ଫେରାଇ ଆଣିବାରେ ଅର୍ଦ୍ଧ ସାମରିକ ବାହିନୀ ସଫଳ ହେବ।

Related story