ଆଇଏସ୍‌ଆଇଏସ୍‌ରେ ମିଶିବାକୁ ଦେଶ ଛାଡ଼ିଲେ ଗୋଟିଏ ପରିବାରର ୪ ସଦସ୍ୟ

ମୁମ୍ୱାଇ: ମୁମ୍ୱାଇର ଏକ ମୁସଲିମ୍‌ ବ୍ୟବସାୟୀ ପରିବାରର ୪ ଜଣ ସଦସ୍ୟ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ରେ ସାମିଲ ହେବା ପାଇଁ ଦେଶ ଛାଡ଼ିଛନ୍ତି। ୨୬ ବର୍ଷୀୟ ଉସ୍‌ଫାକ୍‌ ତାଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟ ଭାଇ ମହମ୍ମଦ ସିରାଜ(୨୨) ଓ ଏଜଜାଜ୍‌ ରହମାନ୍‌ (୩୦)ଙ୍କ ସହ ବିଦେଶ ଗସ୍ତରେ ଯାଇଥିବା ବେଳେ ତାଙ୍କ ପରିବାର ଲୋକେ ଜାଣି ନ ଥିଲେ ସେମାନେ ଆତଙ୍କୀ ସଙ୍ଗଠନ ସହିତ ସାମିଲ୍‌ ହେବାକୁ ଯାଉଛନ୍ତି। ଉସ୍‌ଫାକ୍‌ଙ୍କର ଦୁଇ ଜଣ ନବଜାତ ଶିଶୁ ମଧ୍ୟ […]

isis

isis

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 01:33 PM IST

ମୁମ୍ୱାଇ: ମୁମ୍ୱାଇର ଏକ ମୁସଲିମ୍‌ ବ୍ୟବସାୟୀ ପରିବାରର ୪ ଜଣ ସଦସ୍ୟ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ରେ ସାମିଲ ହେବା ପାଇଁ ଦେଶ ଛାଡ଼ିଛନ୍ତି। ୨୬ ବର୍ଷୀୟ ଉସ୍‌ଫାକ୍‌ ତାଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟ ଭାଇ ମହମ୍ମଦ ସିରାଜ(୨୨) ଓ ଏଜଜାଜ୍‌ ରହମାନ୍‌ (୩୦)ଙ୍କ ସହ ବିଦେଶ ଗସ୍ତରେ ଯାଇଥିବା ବେଳେ ତାଙ୍କ ପରିବାର ଲୋକେ ଜାଣି ନ ଥିଲେ ସେମାନେ ଆତଙ୍କୀ ସଙ୍ଗଠନ ସହିତ ସାମିଲ୍‌ ହେବାକୁ ଯାଉଛନ୍ତି। ଉସ୍‌ଫାକ୍‌ଙ୍କର ଦୁଇ ଜଣ ନବଜାତ ଶିଶୁ ମଧ୍ୟ ଅଛନ୍ତି।

ଗତ ଜୁନ୍‌ ଶେଷ ସପ୍ତାହରେ ଉସ୍‌ଫାକ୍‌ ତାଙ୍କ ସାନ ଭାଇଙ୍କ ମୋବାଇଲ୍‌କୁ ମେସେଜ୍‌ ପଠାଇ ସୂଚନା ଦେଇଥିଲେ ଯେ ସେମାନେ ଏବେ ଆଇଏସ୍‌ଆଇଏସ୍‌ ଅଧିକୃତ ଅଞ୍ଚଳରେ ପ୍ରବେଶ କରିସାରିଛନ୍ତି। ସେମାନେ ଆଉ ଫେରିବାକୁ  ଚାହୁଁ ନାହାନ୍ତି। ସେମାନଙ୍କ ବାପାମା’ଙ୍କୁ ପ୍ରଣାମ ଜଣାଇ ଦେବାକୁ ସେ ଏହି ମେସେଜ୍‌ରେ ଉଲ୍ଲେଖ କରିଥିଲେ।

କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି,“ଗୋଟିଏ ପରିବାରର ୪ ଜଣ ଲୋକ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ ହେବା  ସମସ୍ତଙ୍କୁ ଚକିତ କରିଛି। ଆମେ ଏବେ ମୁସଲିମ୍‌ ଉପଦେଶକ ମହମ୍ମଦ ହନୀଫ୍‌ଙ୍କୁ ଏ ସମ୍ପର୍କରେ ପଚରାଉଚରା କରୁଛୁ।  ସେ ଉସ୍‌ଫାକ୍‌ ଓ ଅନ୍ୟ ଲୋକଙ୍କୁ ଆଇଏସ୍‌ଆଇଏସ୍‌ରେ ସାମିଲ୍‌ ହେବାକୁ ଉସୁକାଇଥିବା ଅଭିଯୋଗ  ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story