ଆଇଏସରେ ମିଶିଲେ ୮୦ ବର୍ଷୀୟ ବୃଦ୍ଧ

ବେଜିଙ୍ଗ: ଫ୍ରାନ୍ସ, ଇଂଲଣ୍ଡ ଓ ଭାରତ ଭଳି କିଛି ଦେଶର ନାଗରିକ ଇରାକ ଓ ସିରିଆରେ ଆତଙ୍କରାଜ୍ ଚଲାଇଥିବା ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସରେ ଯୋଗ ଦେଇଥିବା ବେଳେ ଚୀନର କିଛି ନାଗରିକ ମଧ୍ୟ ଏହି ସଙ୍ଗଠନରେ ସାମିଲ ହୋଇଥିବା ଜଣାପଡିଛି। ନିକଟରେ ଚୀନର ଜଣେ ୮୦ ବର୍ଷର ବୃଦ୍ଧ ଆଇଏସରେ ସାମିଲ ହୋଇଛନ୍ତି। ତାଙ୍କ ନାମ ମହମ୍ମଦ ଅମୀନ । ଆଇଏସ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରୁ ଏହା ଜଣାପଡିଛି।

isis

Rakesh Mallick
  • Published: Thursday, 04 June 2015
  • , Updated: 04 May 2017, 03:45 PM IST

Related story