ଇଜିପ୍ଟରେ ଏମ୍‌ଏସ୍‌ ୮୦୪ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

କାଇରୋ: ଇଜିପ୍ଟ କାର୍ପାଥୋସ ଅଞ୍ଚଳରେ ଆଜି ଏକ ଯାତ୍ରୀବାହୀ ବିମାନ ଏମ୍‌ଏସ୍ ୮୦୪ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୫୬ ଜଣ ଯାତ୍ରୀଙ୍କ ସହ ୧୦ ଜଣ କ୍ରୁ ମେମ୍ବର ଥିଲେ। ଗ୍ରୀକ୍ ଦ୍ୱୀପରେ  ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନଟି ଫ୍ରାନ୍ସର ପ୍ୟାରିସରୁ ଇଜିପ୍ଟ  ରାଜଧାନୀ କାଇରୋ ଅଭିମୁଖେ ଯାଉଥିବା ବେଳେ ରାଡାର ସହ ଯୋଗାଯୋଗ ହରାଇଥିଲା। ଇଜିପ୍ଟର ନ୍ୟାସନାଲ କ୍ୟାରିଅରର  ଏହି ବିମାନରେ ୫୬ ଜଣ ଯାତ୍ରୀ ଓ ୧୦ ଜଣ କ୍ରୁ ମେମ୍ବର […]

biman

Rakesh Mallick
  • Published: Thursday, 19 May 2016
  • , Updated: 04 May 2017, 03:44 PM IST

କାଇରୋ: ଇଜିପ୍ଟ କାର୍ପାଥୋସ ଅଞ୍ଚଳରେ ଆଜି ଏକ ଯାତ୍ରୀବାହୀ ବିମାନ ଏମ୍‌ଏସ୍ ୮୦୪ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୫୬ ଜଣ ଯାତ୍ରୀଙ୍କ ସହ ୧୦ ଜଣ କ୍ରୁ ମେମ୍ବର ଥିଲେ। ଗ୍ରୀକ୍ ଦ୍ୱୀପରେ  ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନଟି ଫ୍ରାନ୍ସର ପ୍ୟାରିସରୁ ଇଜିପ୍ଟ  ରାଜଧାନୀ କାଇରୋ ଅଭିମୁଖେ ଯାଉଥିବା ବେଳେ ରାଡାର ସହ ଯୋଗାଯୋଗ ହରାଇଥିଲା। ଇଜିପ୍ଟର ନ୍ୟାସନାଲ କ୍ୟାରିଅରର  ଏହି ବିମାନରେ ୫୬ ଜଣ ଯାତ୍ରୀ ଓ ୧୦ ଜଣ କ୍ରୁ ମେମ୍ବର ସହ ମୋଟ ୬୬ ଜଣ ଥିଲେ। ବିମାନଟି ଭୂମଧ୍ୟସାଗର ଉପରେ ଯାଉଥିବାବେଳେ ହଠାତ୍ ରାଡାର ସହିତ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇଜିପ୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related story