ଫେଲ୍ ମାରିଲା ଇମ୍ରାନଙ୍କ କୂଟନୀତି, ଇସ୍ରାଏଲ ଦେଲା ଝଟକା

ଜେରୁଜେଲମ: ଇସ୍ରାଏଲ ସହିତ ସମ୍ପର୍କରେ ସୁଧାର କରିବା ପାଇଁ ନିକଟରେ ଗୋଟି ଚଳାଇଥିଲା ପାକିସ୍ତାନ। ହେଲେ ସବୁ କୂଟନୀତିର ଫସର ଫାଟିଛି। ଯେକୌଣସି ଇସଲାମିକ ଦେଶ ସହିତ ସମ୍ପର୍କ ଗଢ଼ିବା ପାଇଁ ଇସ୍ରାଏଲ ରାଜି ଅଛି ହେଲେ ପାକିସ୍ତାନ ସହ କେବେ ନୁହଁ ବୋଲି ଇସ୍ରାଏଲର ରିଜିଓନାଲ କୋ ଅପରେଶନର ମନ୍ତ୍ରୀ ଓଫିର ଅକୁନିସ କହିଛନ୍ତି। ଇସ୍ରାଏଲର ଟିଭି ଚ୍ୟାନେଲ ୟନେଟ ଟିଭିକୁ ସାକ୍ଷାତକାର ଦେଇ ମନ୍ତ୍ରୀ ଏହା କହିଛନ୍ତି। ଗତ କିଛି ମାସ ମଧ୍ୟରେ ଚାରୋଟି […]

israel

Subhransu Sekhar
  • Published: Thursday, 24 December 2020
  • , Updated: 24 December 2020, 08:20 PM IST

ଜେରୁଜେଲମ: ଇସ୍ରାଏଲ ସହିତ ସମ୍ପର୍କରେ ସୁଧାର କରିବା ପାଇଁ ନିକଟରେ ଗୋଟି ଚଳାଇଥିଲା ପାକିସ୍ତାନ। ହେଲେ ସବୁ କୂଟନୀତିର ଫସର ଫାଟିଛି। ଯେକୌଣସି ଇସଲାମିକ ଦେଶ ସହିତ ସମ୍ପର୍କ ଗଢ଼ିବା ପାଇଁ ଇସ୍ରାଏଲ ରାଜି ଅଛି ହେଲେ ପାକିସ୍ତାନ ସହ କେବେ ନୁହଁ ବୋଲି ଇସ୍ରାଏଲର ରିଜିଓନାଲ କୋ ଅପରେଶନର ମନ୍ତ୍ରୀ ଓଫିର ଅକୁନିସ କହିଛନ୍ତି। ଇସ୍ରାଏଲର ଟିଭି ଚ୍ୟାନେଲ ୟନେଟ ଟିଭିକୁ ସାକ୍ଷାତକାର ଦେଇ ମନ୍ତ୍ରୀ ଏହା କହିଛନ୍ତି।

ଗତ କିଛି ମାସ ମଧ୍ୟରେ ଚାରୋଟି ଇସଲାମିକ ଦେଶ ୟୁଏଇ, ବହାରିନ୍, ସୁଦାନ ଏବଂ ମୋରୋକୋ ସହିତ ଇସ୍ରାଏଲ ସମ୍ପର୍କକୁ ସୁଦୃଢ଼ କରିଛି।

Related story