ଆଇଏସରେ ମିଶିବାକୁ ଦୁଇ ଛୁଆଙ୍କୁ ଛାଡିଦେଲା ମା’

ସିଡନୀ:ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା ଜଣେ ମହିଳା ସିରିଆରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍(ଆଇଏସ୍)ରେ ସାମିଲ ହେବା ପାଇଁ ଦୁଇ ଶିଶୁକୁ ଛାଡି ପଳାଇ ଆସିଛନ୍ତି । ଅଷ୍ଟ୍ରେଲିଆର ଆତଙ୍କବାଦ ବିରୋଧୀ ବିଭାଗର ମନ୍ତ୍ରୀ ମାଇକେଲ କୀନନ କହିଛନ୍ତି ଯେ, ମଧ୍ୟ ପୂର୍ବରେ ସଂଗ୍ରାମରେ ସାମିଲ ହେଉଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ମକଦ୍ଦମା ଚାଲୁ କରାଯିବ। ଅଷ୍ଟ୍ରେଲିଆର କୌଣସି ନାଗରିକ ଆଇଏସରେ ସାମିଲ ହେବା ଆମ ସରକାର ପାଇଁ ଚିନ୍ତାର କାରଣ।

isis

Rakesh Mallick
  • Published: Tuesday, 26 May 2015
  • , Updated: 04 May 2017, 03:45 PM IST

ସିଡନୀ:ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା ଜଣେ ମହିଳା ସିରିଆରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍(ଆଇଏସ୍)ରେ ସାମିଲ ହେବା ପାଇଁ ଦୁଇ ଶିଶୁକୁ ଛାଡି ପଳାଇ ଆସିଛନ୍ତି ।
ଅଷ୍ଟ୍ରେଲିଆର ଆତଙ୍କବାଦ ବିରୋଧୀ ବିଭାଗର ମନ୍ତ୍ରୀ ମାଇକେଲ କୀନନ କହିଛନ୍ତି ଯେ, ମଧ୍ୟ ପୂର୍ବରେ ସଂଗ୍ରାମରେ ସାମିଲ ହେଉଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ମକଦ୍ଦମା ଚାଲୁ କରାଯିବ। ଅଷ୍ଟ୍ରେଲିଆର କୌଣସି ନାଗରିକ ଆଇଏସରେ ସାମିଲ ହେବା ଆମ ସରକାର ପାଇଁ ଚିନ୍ତାର କାରଣ।

Related story