ବିଳମ୍ୱରେ ପ୍ଲାଷ୍ଟିକ୍ ମୁକ୍ତ ହେବ ଆଇଟିସି ହୋଟେଲ୍

ନୂଆଦିଲ୍ଲୀ: ପ୍ଲାଷ୍ଟିକ ମୁକ୍ତ ହେବାକୁ ଅଧିକ ୩ ମାସ ସମୟ ନେବ ଆଇଟିସି ମାନ୍ୟତା ପ୍ରାପ୍ତ ହୋଟେଲ୍। ଅକ୍ଚୋବର ୨ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଯାହାର ଜବାବରେ ଏହା କହିଛନ୍ତି ଆଇଟିସି ହୋଟେଲ କର୍ତ୍ତୃପକ୍ଷ। ଆଇଟିସି ଦୀର୍ଘ ବର୍ଷ ହେବ ଦାମୀ ପ୍ଲାଷ୍ଟିକ୍ ବ୍ୟବହାର କରି ଆସୁଛି। ଲୋକମାନଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ସେବା ଯୋଗାଇ ଦେବାକୁ ଯାଇ କମ୍ପାନୀ ଏହା ବ୍ୟବହାର କରୁଛି। ଯାହାକି […]

itc hotels

itc hotels

Subhransu Sekhar
  • Published: Monday, 30 September 2019
  • Updated: 30 September 2019, 02:54 PM IST

Sports

Latest News

ନୂଆଦିଲ୍ଲୀ: ପ୍ଲାଷ୍ଟିକ ମୁକ୍ତ ହେବାକୁ ଅଧିକ ୩ ମାସ ସମୟ ନେବ ଆଇଟିସି ମାନ୍ୟତା ପ୍ରାପ୍ତ ହୋଟେଲ୍। ଅକ୍ଚୋବର ୨ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଯାହାର ଜବାବରେ ଏହା କହିଛନ୍ତି ଆଇଟିସି ହୋଟେଲ କର୍ତ୍ତୃପକ୍ଷ।

ଆଇଟିସି ଦୀର୍ଘ ବର୍ଷ ହେବ ଦାମୀ ପ୍ଲାଷ୍ଟିକ୍ ବ୍ୟବହାର କରି ଆସୁଛି। ଲୋକମାନଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ସେବା ଯୋଗାଇ ଦେବାକୁ ଯାଇ କମ୍ପାନୀ ଏହା ବ୍ୟବହାର କରୁଛି। ଯାହାକି ସ୍ୱଦେଶୀ ବୋଲି ଅନୁଭବ କରାଇଥାଏ। ତେଣୁ ଏହି ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଛାଡ଼ିବା ପାଇଁ ଡିସେମ୍ୱର ୩୧ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି ଓ୍ୱେଲକମ ଏବଂ ଆଇଟିସି ହୋଟେଲର ପରିଚାଳନା ନିର୍ଦ୍ଦେଶକ ଦୀପକ ହକସର କହିଛନ୍ତି।

ସେ କହିଛନ୍ତି ଆଇଟିସି ପ୍ରଥମ ଥର ପାଇଁ ୨୦୧୨ରେ କାଚ ପାଣି ବୋତଲ ବ୍ୟବହାର କରିଥିଲା। ଏଭଳି ପ୍ରୟାସ ଆଗାମୀ ଭବିଷ୍ୟତ ପାଇଁ ଆମର ପ୍ରତିବଦ୍ଧତା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story