ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ, ଭାରତ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ: ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନରୁ ବିରତ ହେଉ ନାହିଁ ପାକିସ୍ତାନ। ଆଜି ସକାଳେ ଜମ୍ମୁ-କାଶ୍ମୀରର ମେଣ୍ଡରର ବାଲାକୋଟ ଏବଂ ମନକୋଟ ଅଞ୍ଚଳରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା।  ପାକିସ୍ତାନ ସୈନିକମାନେ ଭାରତୀୟ ସେନାଙ୍କ ଶିବର ସହିତ ଜନବସତିଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟର ମାଡ଼ କରିବା ସହିତ ଗୁଳି ଚଳାଇଥିଲେ। ଏହା ପୂର୍ବରୁ ରବିବାର ରାତିରେ ଯେତେବେଳେ ଭାରତରେ ଦୀପାବଳୀ ପାଳନ କରାଯାଉଥିଲା ସେତେବେଳେ ଜମ୍ମୁର ଆର.ଏସ୍ ପୁରା ସେକ୍ଟରରେ ପାକିସ୍ତାନ ସେନାମାନେ ଅସ୍ତ୍ରବିରତି ଉଲ୍ଲଙ୍ଘନ […]

jammu-1_ge_300916

Rakesh Mallick
  • Published: Monday, 31 October 2016
  • , Updated: 31 October 2016, 02:21 PM IST

ନୂଆଦିଲ୍ଲୀ: ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନରୁ ବିରତ ହେଉ ନାହିଁ ପାକିସ୍ତାନ। ଆଜି ସକାଳେ ଜମ୍ମୁ-କାଶ୍ମୀରର ମେଣ୍ଡରର ବାଲାକୋଟ ଏବଂ ମନକୋଟ ଅଞ୍ଚଳରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା।  ପାକିସ୍ତାନ ସୈନିକମାନେ ଭାରତୀୟ ସେନାଙ୍କ ଶିବର ସହିତ ଜନବସତିଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟର ମାଡ଼ କରିବା ସହିତ ଗୁଳି ଚଳାଇଥିଲେ।

ଏହା ପୂର୍ବରୁ ରବିବାର ରାତିରେ ଯେତେବେଳେ ଭାରତରେ ଦୀପାବଳୀ ପାଳନ କରାଯାଉଥିଲା ସେତେବେଳେ ଜମ୍ମୁର ଆର.ଏସ୍ ପୁରା ସେକ୍ଟରରେ ପାକିସ୍ତାନ ସେନାମାନେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲେ।

Related story