ଜମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ

ଜମ୍ମୁ: ଜମ୍ମୁ କାଶ୍ମୀରରେ ଶନିବାର ରାଜ୍ୟପାଳ ଶାସନ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟଦଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ମେହେବୁବା ମୁଫତି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବାକୁ ମନାକରି ଦେଇଥିଲେ। ଫଳରେ ରାଜ୍ୟରେ ସାମ୍ୱିଧାନିକ ସଙ୍କଟ ସୃଷ୍ଟି ହୋଇଥିଲା। ଏପରି ସ୍ଥିତିରେ ଜମ୍ମୁ କାଶ୍ଚୀରରେ ରାଜ୍ୟପାଳ ଶାସନ ଜାରି କରାଯାଇଥିବା ଦିଲ୍ଲୀରେ ଗୃହ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି।

mehbooba-mufti_

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 06:16 PM IST

Related story