ନରବାଲର ବସ୍ତିରେ ନିଆଁ ଲାଗି ତିନି ମୃତ

ଜମ୍ମୁ: ଜମ୍ମୁ-କାଶ୍ମୀରର ନରବାଲର ଏକ ବସ୍ତି ଅଞ୍ଚଳରେ ନିଆଁ ଲାଗିଯିବା କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି ଓ ତିନି ଜଣ ଆହତ ହୋଇଛନ୍ତି। ଏହି ନିଆଁ ପାଖାପାଖି ଆଠଟି ବସ୍ତିରେ ଲାଗିଥିବାର ଖବର ରହିଛି। ନିଆଁ ଲାଗିବା ପଛର କାରଣ ଜଣାପଡ଼ିନଥିବା ବେଳେ ପୁରା ବସ୍ତି ଅଞ୍ଚଳ ପାଉଁଶରେ ପରିଣତ ହୋଇଯାଇଛି। ଖବର ମୁତାବକ ମୃତକ ତିନି ଜଣ ଗୋଟିଏ ପରିବାରର। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇଟି ପିଲା ଥିଲେ।

fire-IN-SLUM

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 01:48 PM IST

ଜମ୍ମୁ: ଜମ୍ମୁ-କାଶ୍ମୀରର ନରବାଲର ଏକ ବସ୍ତି ଅଞ୍ଚଳରେ ନିଆଁ ଲାଗିଯିବା କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି ଓ ତିନି ଜଣ ଆହତ ହୋଇଛନ୍ତି। ଏହି ନିଆଁ ପାଖାପାଖି ଆଠଟି ବସ୍ତିରେ ଲାଗିଥିବାର ଖବର ରହିଛି।

ନିଆଁ ଲାଗିବା ପଛର କାରଣ ଜଣାପଡ଼ିନଥିବା ବେଳେ ପୁରା ବସ୍ତି ଅଞ୍ଚଳ ପାଉଁଶରେ ପରିଣତ ହୋଇଯାଇଛି। ଖବର ମୁତାବକ ମୃତକ ତିନି ଜଣ ଗୋଟିଏ ପରିବାରର। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇଟି ପିଲା ଥିଲେ।

Related story