ଜମ୍ମୁ: ସିଆରପିଏଫ କ୍ୟାମ୍ପକୁ ଆତଙ୍କୀଙ୍କ ଗ୍ରେନେଡ ମାଡ, ୨ ଯବାନଙ୍କ ସମେତ ୪ ଆହତ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷା କର୍ମୀଙ୍କ କ୍ୟାମ୍ପକୁ ଟାଗେର୍ଟ କରିଛନ୍ତି ଆତଙ୍କବାଦୀ। ଆଜି ସକାଳେ ଦକ୍ଷିଣ କାଶ୍ମୀରର ପମ୍ପୋର ଅଞ୍ଚଳରେ ସିଆରପିଏଫ କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ। ଏଥିରେ ୨ ସୁରକ୍ଷା କର୍ମୀଙ୍କ ସମେତ ୪ଜଣ ଲୋକ ଆହତ ହୋଇଛନ୍ତି। ଆତଙ୍କୀ ହାମଲା ପରେ ଭାରତୀୟ ଯବାନମାନେ ମଧ୍ୟ ଏହାର ପଲଟା ଉତ୍ତର ଦେଇଥିଲେ। ଗୁଳି ବିନିମୟ ପରେ ସିଆରପିଏଫ ଯବାନ ଅଞ୍ଚଳକୁ ଘେରା ବନ୍ଦି କରି ଯାଞ୍ଚ ଚଳାଇଛନ୍ତି।

28naxal-6

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 08:44 AM IST

Related story