ପାମ୍ପୋର: ଇଡିଆଇ କୋଠାରେ ଗୁଳିମାଡ଼, ଜଣେ ଯବାନ ଆହତ

ଜମ୍ମୁ: ଶ୍ରୀନଗର ପାମ୍ପୋର ସ୍ଥିତ ଏଣ୍ଟରପ୍ରିନ୍ୟୁୟର୍‌ ଡେଭଲମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (ଇଡିଆଇ)କୋଠାରେ ଆଜି ସକାଳେ ଗୁଳିମାଡ଼ ହୋଇଛି। ଏହାପରେ କୋଠାଙ୍କୁ ଖାଲି କରି ଦିଆଯାଇଛି। ଏହି ଗୁଳିମାଡ଼ରେ ସେନାର ଜଣେ ଯବାନ ଆହତ ହୋଇଛନ୍ତି।  ଏହି କୋଠା ଭିତରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନା ଆଶଙ୍କା କରୁଛି। କୋଠରେ ନିଆଁ ଲାଗି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଗୁଳି ମାଡ଼ର କାରଣ ଜଣାପଡ଼ି ନାହିଁ।

pampore-attack

pampore-attack

Rakesh Mallick
  • Published: Monday, 10 October 2016
  • Updated: 10 October 2016, 12:20 PM IST

Sports

Latest News

ଜମ୍ମୁ: ଶ୍ରୀନଗର ପାମ୍ପୋର ସ୍ଥିତ ଏଣ୍ଟରପ୍ରିନ୍ୟୁୟର୍‌ ଡେଭଲମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (ଇଡିଆଇ)କୋଠାରେ ଆଜି ସକାଳେ ଗୁଳିମାଡ଼ ହୋଇଛି। ଏହାପରେ କୋଠାଙ୍କୁ ଖାଲି କରି ଦିଆଯାଇଛି। ଏହି ଗୁଳିମାଡ଼ରେ ସେନାର ଜଣେ ଯବାନ ଆହତ ହୋଇଛନ୍ତି।  ଏହି କୋଠା ଭିତରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନା ଆଶଙ୍କା କରୁଛି।

କୋଠରେ ନିଆଁ ଲାଗି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଗୁଳି ମାଡ଼ର କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story