ଜମ୍ମୁ: ତୀର୍ଥଯାତ୍ରୀ ହେଲିକପ୍ଟର ଦୁର୍ଘଟଣା ଗସ୍ତ, ୭ ମୃତ

ଜମ୍ମୁ: ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଆଜି ଜମ୍ମୁର ସାଞ୍ଜିଛାଟରୁ ବୈଷ୍ଣୋଦେବୀ ଯିବା ବାଟରେ କଟ୍ରାଠାରେ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ଜଣେ ମହିଳା ପାଇଲଟଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ନିଆଁ ଲାଗି ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳି ଯାଇଛି। ହେଲିକପ୍ଟରଟି ହିମାଳୟନ ହେଲି ସର୍ଭିସ୍ କମ୍ପାନୀର। ଯାହା ପ୍ରତିଦିନ ବୈଷ୍ଣୋଦେବୀ ସହ ଚାରିଧାମ ଯାତ୍ରାରେ ବାହାରୁଥିବା ତୀର୍ଥ ଯାତ୍ରୀଙ୍କୁ ନେବା ଆଣିବା କରିଥାଏ। ଖବର ପାଇ […]

chopper

Rakesh Mallick
  • Published: Monday, 23 November 2015
  • , Updated: 23 November 2015, 11:03 AM IST

ଜମ୍ମୁ: ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଆଜି ଜମ୍ମୁର ସାଞ୍ଜିଛାଟରୁ ବୈଷ୍ଣୋଦେବୀ ଯିବା ବାଟରେ କଟ୍ରାଠାରେ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ଜଣେ ମହିଳା ପାଇଲଟଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ନିଆଁ ଲାଗି ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳି ଯାଇଛି।

ହେଲିକପ୍ଟରଟି ହିମାଳୟନ ହେଲି ସର୍ଭିସ୍ କମ୍ପାନୀର। ଯାହା ପ୍ରତିଦିନ ବୈଷ୍ଣୋଦେବୀ ସହ ଚାରିଧାମ ଯାତ୍ରାରେ ବାହାରୁଥିବା ତୀର୍ଥ ଯାତ୍ରୀଙ୍କୁ ନେବା ଆଣିବା କରିଥାଏ। ଖବର ପାଇ ତୁରନ୍ତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

Related story