ବଜାରକୁ ଆସିବ ଉଡ଼ନ୍ତା ଛତା: ଧରିବାକୁ ପଡ଼ିବନି କି ଖୋଲିବାକୁ ପଡ଼ିବନି

ନୂଆଦିଲ୍ଲୀ: ଅନେକଥର ଏପରି ହୁଏ, ଆପଣ ବାହାରୁ କିଛି ଶପିଂ କରି ଫେରୁଥିବେ। ହଠାତ୍‌ ବର୍ଷା କିମ୍ବା ଟାଣ ଖରା ହୋଇଥିବ। ତେଣୁ ଆପଣଙ୍କୁ ଛତା ବାହାର କରିବାକୁ ପଡ଼େ। ହେଲେ ହାତରେ ଅନେକ ଗୁଡ଼ିଏ ଜିନିଷ ପତ୍ର ଧରି ପୁଣି ଛତା ଧରିବା ବଡ଼ କଷ୍ଟକର ହୋଇଥାଏ। ଗୋଟିଏ ହାତରେ ଛତା ଧରି ଅନ୍ୟ ହାତରେ ଜିନିଷ ଧରି ବୁଲିବା ଦ୍ୱାରା ବହୁ ହଇରାଣ ହେବାକୁ ପଡ଼େ। ଏହି ସମସ୍ୟାକୁ ଦୂର କରିବା ପାଇଁ ଜାପାନର […]

Colorful-Umbrella-Fly-Wallpaper-HD

Colorful-Umbrella-Fly-Wallpaper-HD

Rakesh Mallick
  • Published: Tuesday, 10 July 2018
  • Updated: 10 July 2018, 07:55 PM IST

Sports

Latest News

ନୂଆଦିଲ୍ଲୀ: ଅନେକଥର ଏପରି ହୁଏ, ଆପଣ ବାହାରୁ କିଛି ଶପିଂ କରି ଫେରୁଥିବେ। ହଠାତ୍‌ ବର୍ଷା କିମ୍ବା ଟାଣ ଖରା ହୋଇଥିବ। ତେଣୁ ଆପଣଙ୍କୁ ଛତା ବାହାର କରିବାକୁ ପଡ଼େ। ହେଲେ ହାତରେ ଅନେକ ଗୁଡ଼ିଏ ଜିନିଷ ପତ୍ର ଧରି ପୁଣି ଛତା ଧରିବା ବଡ଼ କଷ୍ଟକର ହୋଇଥାଏ। ଗୋଟିଏ ହାତରେ ଛତା ଧରି ଅନ୍ୟ ହାତରେ ଜିନିଷ ଧରି ବୁଲିବା ଦ୍ୱାରା ବହୁ ହଇରାଣ ହେବାକୁ ପଡ଼େ। ଏହି ସମସ୍ୟାକୁ ଦୂର କରିବା ପାଇଁ ଜାପାନର ଏକ ଆଇଟି କମ୍ପାନୀ ଉଡ଼ନ୍ତା ଛତା ବାହାର କରିଛନ୍ତି। ଏହି ଛତାର ବିଶେଷତ୍ଵ ହେଉଛି, ଏହି ଛତାକୁ ଧରିକି ଚାଲିବାକୁ ପଡ଼ିବନାହିଁ। ଏଥିରେ ଏକ ବିଶେଷ ଧରଣର ସେନ୍‌ସର ଲାଗିଛି। ଏହି ସେନ୍‌ସର ସାହାଯ୍ୟରେ ଛତାଟି ଆପେ ଆପେ ସେଇ ଦିଗକୁ ଯିବ ଯେଉଁ ଦିଗକୁ ଆପଣ ଯାଉଛନ୍ତି।

କେମିତି କାମ କରେ- ଏହି ଛତା ଡ୍ରୋନ୍‌ ସାହାଯ୍ୟରେ ଚାଲିବ। ଯେଉଁ ଦିଗକୁ  ଆପଣ ଯିବେ ଛତାଟି ସେହି ଦିଗରେ ଉଡ଼ି ଆପଣଙ୍କ ମୁଣ୍ଡ ଉପରେ ରହିବ। ଏହି ଛତାର ଓଜନ ୫ କି.ଗ୍ରା. ବୋଲି କୁହାଯାଉଛି।  କିନ୍ତୁ ବର୍ତ୍ତମାନ ଏହି ଛତା କେବଳ ୫ ମିନିଟ୍‌ ଯାଏ ଉଡ଼ିପାରିବ। ଟେଲିକମ୍‌ ଟେକ୍ନୋଲୋଜି ବିକାଶ ଦିଗରେ କାର୍ଯ୍ୟ କରୁଥିବା କମ୍ପାନୀ ‘ଆଶି ପାୱାର’ ଏହି ପ୍ରୋଜେକ୍ଟ ଉପରେ  ତିନି ବର୍ଷ ହେଲା କାମ କରୁଛି। ଅଲମ୍ପିକ୍‌ ଓ ପାରାଅଲମ୍ପିକ୍‌ ପୂର୍ବରୁ ଏହି ଛତାକୁ ବ୍ୟବହାର ଉପଯୋଗୀ କରିବା ପାଇଁ କମ୍ପାନୀର ଲକ୍ଷ୍ୟ। କମ୍ପାନୀର କହିବା କଥା ଅନୁଯାୟୀ, ଏପରି ଏକ ଛତା ଥିବା ଦରକାର ଯାହା ଦୁଇଟି ଯାକ ହାତ ବ୍ୟସ୍ତ ଥିଲେ ମଧ୍ୟ ବ୍ୟବହାର କରିହେଉଥିବ।

ରହିଛି କିଛି ଅସୁବିଧା- ସ୍ଥାନୀୟ ସିଭିଲ୍ ଏରୋନୋଟିକ୍ସର ନିୟମ ଅନୁଯାୟୀ ଡ୍ରୋନ୍‌କୁ ସାର୍ବଜନୀନ ସ୍ଥାନରେ ବ୍ୟକ୍ତି ଓ ବିଲ୍ଡିଂରୁ ୩୦ ମିଟର ଦୂରତାରେ ଉଡ଼ିବା ଉଚିତ। ତେଣୁ ବର୍ତ୍ତମାନଏହା କେବଳ ନିଜ ଅଧୀନରେଥିବା ଜାଗାରେ ହିଁ ଉଡ଼ାଯାଇପାରିବ । ଛତା ପାଇଁ ଏକ ନୂଆ ସିଷ୍ଟମ ଉପରେ କାମ ଚାଲିଛି । ଯାହାଦ୍ୱାରା ଛତା ୟୁଜରକୁ ଚିହ୍ନଟ କରିବା ସହ ଏଥିରେ ଲାଗିଥିବା କ୍ୟାମେରା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍‌ ସାହାଯ୍ୟରେ ତାକୁ ଫଲୋ ମଧ୍ୟ କରିପାରିବ।  ହେଲେ କମ୍ପାନୀ ଅନୁଯାୟୀ ଏବେ କିଛି ସମସ୍ୟା ରହିଛି। ଯେପରିକି ଓଜନ ଅଧିକ ହୋଇଥିବାରୁ ଏହା ବେଶୀ ସମୟ ଉଡ଼ିପାରି ନାହିଁ। ଏହାର ଆଉ ଏକ ସମସ୍ୟା ହେଉଛି  ବ୍ୟକ୍ତି ଜଣକ ଧୀରେ ନ ଚାଲିଲେ ଏହି ଛତା ତାଙ୍କ ସହ ତାଳ ଦେଇ ଯାଇପାରିବ ନାହିଁ। ଏହା ବ୍ୟତୀତ କିଛି ନିୟମକାନୁନ୍‌ ଥିବାରୁ ଏହାକୁ ବଜାରକୁ ଆଣିବାରେ ସମସ୍ୟା ସୃଷ୍ଟି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story