ଜାପାନରେ ବିମାନ ଦୁର୍ଘଟଣା, ୩ ମୃତ

ଟୋକିଓ: ଜାପନାର ରାଜଧାନୀ ଟୋକିଓରେ ଜନଗହଳିପୂର୍ଣ୍ଣ ସ୍ଥାନରେ ରବିବାର ସକାଳେ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ ଘଟିଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି ।ବିମାନଟି ଚର୍ଫୁ ଜିଲ୍ଲାର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା । ଦୁର୍ଘଟଣା ସମୟରେ ଭୂମିକମ୍ପ ହେବା ପରି ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ଅଞ୍ଚଳର ଜଣେ ୮୨ ବର୍ଷୀୟ ବୃଦ୍ଧ କହିଛନ୍ତି।

JAPAN-CRASH/

Rakesh Mallick
  • Published: Sunday, 26 July 2015
  • , Updated: 04 May 2017, 03:45 PM IST

Related story