ଜମ୍ମୁକଶ୍ମୀରରେ ପୁଣି ଆଇଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ଜମ୍ମୁ: ଜମ୍ମୁକଶ୍ମୀରର ରଜୌରୀଠାରେ ନୌଶେରା ସେକ୍ଟରରେ ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଳୋସିଭ୍‌ ଡିଭାଇସ୍‌ (ଆଇଇଡି) ଠାବ କରାଯାଇ ନିଷ୍କ୍ରିୟ କରାଯିବା ସମୟରେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି। ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ବା ଏଲ୍‌ଓସିରେ ପାକିସ୍ତାନ ଆଡ଼ୁ ଆସିଥିବା ଅନୁପ୍ରବେଶକାରୀ ଏହି ଆଇଇଡି ଖଞ୍ଜିଥିବା କୁହାଯାଉଛି। ଏଭଳି ଘଟଣା ଘଟିବାର ୪୮ ଘଣ୍ଟା ପୂର୍ବରୁ ପୁଲ୍‌ୱାମାଠାରେ ସିଆରପିଏଫ୍‌ ଯବାନ ଯାଉଥିବା ବସ୍‌ ଉପରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି ଘଟଣା […]

ied

ied

Subrat Kumar Nayak
  • Published: Saturday, 16 February 2019
  • Updated: 16 February 2019, 06:08 PM IST

Sports

Latest News

ଜମ୍ମୁ: ଜମ୍ମୁକଶ୍ମୀରର ରଜୌରୀଠାରେ ନୌଶେରା ସେକ୍ଟରରେ ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଳୋସିଭ୍‌ ଡିଭାଇସ୍‌ (ଆଇଇଡି) ଠାବ କରାଯାଇ ନିଷ୍କ୍ରିୟ କରାଯିବା ସମୟରେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି।

ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ବା ଏଲ୍‌ଓସିରେ ପାକିସ୍ତାନ ଆଡ଼ୁ ଆସିଥିବା ଅନୁପ୍ରବେଶକାରୀ ଏହି ଆଇଇଡି ଖଞ୍ଜିଥିବା କୁହାଯାଉଛି।

ଏଭଳି ଘଟଣା ଘଟିବାର ୪୮ ଘଣ୍ଟା ପୂର୍ବରୁ ପୁଲ୍‌ୱାମାଠାରେ ସିଆରପିଏଫ୍‌ ଯବାନ ଯାଉଥିବା ବସ୍‌ ଉପରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ପୁଣି ଆଇଇଡି ଠାବ ହେବା ସୁରକ୍ଷାବଳଙ୍କ ଚିନ୍ତା ବଢ଼ାଇଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story