ଜେଡିୟୁ-ଆରଜେଡି ମେଣ୍ଟ ଉପରେ ବର୍ଷିଲେ ମୋଦି

ଗୟା: ବିହାରର ଗୟାରେ ରବିବାର ବିଜେପିର ଦ୍ୱିତୀୟ ପରିବର୍ତ୍ତନ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେଡି(ୟୁ)-ଆରଜେଡି ମେଣ୍ଟ ଉପରେ ବର୍ଷିଛନ୍ତି। ରାଜ୍ୟବାସୀ ୨୫ ବର୍ଷ ଧରି ଯେଉଁ ଅହଙ୍କାର ଓ ନିର୍ଯାତନାକୁ ସହି ଆସିଛନ୍ତି ସେଥିରୁ ଆସନ୍ତା ନିର୍ବାଚନ ସେମାନଙ୍କୁ ମୁକ୍ତି ଦେଇପାରିବ ବୋଲି ମୋଦି କହିଛନ୍ତି। ରାଜ୍ୟରେ ଚାଲିଥିବା ଜଙ୍ଗଲ ରାଜରୁ ମୁକୁଳିବା ଓ ବିହାରର ବିକାଶ ପାଇଁ ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ସରକାର ଆଣିବାକୁ ମୋଦି ଲୋକଙ୍କୁ ଆହ୍ୱାନ କରିଛନ୍ତି।

modi_rally

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 02:37 PM IST

Related story