JEE-Main: ୧୪ ଜଣ ରଖିଛନ୍ତି ଶହେରୁ ୧୦୦ ମାର୍କ

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Mainରେ ୧୪ ଜଣ ପରୀକ୍ଷାର୍ଥୀ ଶହେରୁ ୧୦୦ ମାର୍କ ରଖିଛନ୍ତି। ଆଜି ଏହି ପ୍ରବେଶିକା ପରୀକ୍ଷା ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ୧୪ ଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। JEE-Main-୨୦୨୨ର ଏହି ପ୍ରଥମ ସଂସ୍କରଣ ପରୀକ୍ଷାରେ ସର୍ବାଧିକ ସ୍କୋର କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ତେଲେଙ୍ଗାନାରୁ ୪ ଜଣ ଏବଂ ଆନ୍ଧ୍ରପ୍ରଦେଶରୁ ୩ ଜଣ ରହିଛନ୍ତି। ସର୍ବାଧିକ ମାର୍କ ରଖିଥିବା ପରୀକ୍ଷାର୍ଥୀମାନେ ହେଉଛନ୍ତି ଜଷ୍ଟି ଯଶୱନ୍ତ […]

download

download

Niranjan Mishra
  • Published: Monday, 11 July 2022
  • Updated: 11 July 2022, 07:09 PM IST

Sports

Latest News

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Mainରେ ୧୪ ଜଣ ପରୀକ୍ଷାର୍ଥୀ ଶହେରୁ ୧୦୦ ମାର୍କ ରଖିଛନ୍ତି। ଆଜି ଏହି ପ୍ରବେଶିକା ପରୀକ୍ଷା ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ୧୪ ଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। JEE-Main-୨୦୨୨ର ଏହି ପ୍ରଥମ ସଂସ୍କରଣ ପରୀକ୍ଷାରେ ସର୍ବାଧିକ ସ୍କୋର କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ତେଲେଙ୍ଗାନାରୁ ୪ ଜଣ ଏବଂ ଆନ୍ଧ୍ରପ୍ରଦେଶରୁ ୩ ଜଣ ରହିଛନ୍ତି।

ସର୍ବାଧିକ ମାର୍କ ରଖିଥିବା ପରୀକ୍ଷାର୍ଥୀମାନେ ହେଉଛନ୍ତି ଜଷ୍ଟି ଯଶୱନ୍ତ ଭିଭିଏସ୍, ରୂପେଶ ବିୟାନି, ଅନିକେଟ୍ ଚଟ୍ଟୋପାଧ୍ୟାୟ ଏବଂ ଧୀରଜ କୁରୁକୁଣ୍ଡା। ସେହିପରି ଆନ୍ଧ୍ରପ୍ରଦେଶର ସର୍ବାଧିକ ମାର୍କ ରଖିଥିବା ପରୀକ୍ଷାର୍ଥୀ ହେଲେ କୋୟାୟନା ସୁହାସ, ପେନିକଲପାଟୀ ରବି କିଶୋର, ପଲିସେଟ୍ଟି କାର୍ତ୍ତିକେୟ।

୧୦୦ ମାର୍କ ରଖିଥିବା ଅନ୍ୟ ପରୀକ୍ଷାର୍ଥୀମାନେ ହେଉଛନ୍ତି ସାର୍ଥକ ମହେଶ୍ୱରୀ (ହରିୟାଣା), କୁଶାଗ୍ରା ଶ୍ରୀବାସ୍ତବ (ଝାଡଖଣ୍ଡ), ମ୍ରିନାଲ ଗର୍ଗ (ପଞ୍ଜାବ), ସ୍ନେହା ପାରିକ (ଆସାମ), ନାଭିଆ (ରାଜସ୍ଥାନ), ବୋୟା ହରସେନ୍ ସାଥଭିକ୍ (କର୍ଣ୍ଣାଟକ) ଏବଂ ସୌମୀତ୍ରା ଗର୍ଗ (ଉତ୍ତରପ୍ରଦେଶ)।

NTAର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ପରୀକ୍ଷା ପାଇଁ ୮.୭ ଲକ୍ଷରୁ ଅଧିକ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ୭.୬୯ ଲକ୍ଷ ପରୀକ୍ଷା ଦେଇଥିଲେ। ଭାରତ ସମେତ ଭାରତ ବାହାର ୧୭ ସହର ମନାମା, ଦୋହା, ଦୁବାଇ, କାଠମାଣ୍ଡୁ, ମସ୍କାଟ, ରିୟାଦ, ଶାରଜା, ସିଙ୍ଗାପୁର, କୁଏତ ସିଟି, କୁଆଲାଲମ୍ପୁର, ଲାଗୋସ୍, କଲମ୍ବୋ, ଜାକର୍ତ୍ତା, ଭିଏନା, ମସ୍କୋ, ପୋର୍ଟ ଲୁଇସ୍ ଏବଂ ବ୍ୟାଙ୍କକକ୍ ପ୍ରମୁଖକୁ ମିଶାଇ ମୋଟ ୪୦୭ଟି ସହରରେ ୫୮୮ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା।

୫୫୦ରୁ ଅଧିକ ପର୍ଯ୍ୟବେକ୍ଷକ, ୪୨୪ଟି ସହର-ସଂଯୋଜକ, ୧୮ଟି ଆଞ୍ଚଳିକ ସଂଯୋଜକ, ୩୬୯ ଜଣ ଡେପୁଟି ଏବଂ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ, ଦୁଇଟି ଜାତୀୟ ସଂଯୋଜକ ପରୀକ୍ଷା ନିୟନ୍ତ୍ରଣ କାମରେ ନିୟୋଜିତ ହୋଇଥିଲେ। ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ NTA ସ୍କୋର ମିଳିଥିବା ମାର୍କର ଶତକଡ଼ା ସମାନ ନୁହେଁ। ଏହି ପରୀକ୍ଷା ୧୩ ଟି ଭାଷା ଯଥା- ଆସାମୀ, ବଙ୍ଗାଳୀ, ଇଂରାଜୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁରେ କରାଯାଇଥିଲା।

NTA କାର୍ଯ୍ୟାଳୟ ପରିସରରେ ଏଥିପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଥିଲା। ଯେଉଁଠାରେ ଭାରତର ସମସ୍ତ ପରୀକ୍ଷା କେନ୍ଦ୍ରର ଲାଇଭ ସିସିଟିଭି କଭରେଜ ପାଇଁ ଭର୍ଚୁଆଲ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିଲେ। ଅସାଧୁ କାରବାର ତଥା କପି ରୋକିବା ପାଇଁ ଲାଇଭ ସିସିଟିଭି ସିସିଟିଭି ବ୍ୟବସ୍ଥା କରାଯାଇଥିଲା। ପ୍ରତି ସିଫ୍ଟ ପାଇଁ ପ୍ରାୟ ୩୫,୦୦୦ କ୍ୟାମେରା ଲଗାଯାଇଥିଲା।

JEE-Mainର ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶିକା ଜୁଲାଇ ୨୧ ରୁ ୩୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି | ଉଭୟ ପର୍ଯ୍ୟାୟ ପ୍ରବେଶିକା ସରିବା ପରେ ପରୀକ୍ଷାର୍ଥୀଙ୍କ ରାଙ୍କ ଘୋଷଣା କରାଯିବ। ଏଥିସହ NTA ପକ୍ଷରୁ ସର୍ବାଧିକ ମାର୍କ ରଖିଥିବା ୨ ଜଣଙ୍କ ନାମ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story