ଝାଡ଼ଖଣ୍ଡ: ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ମାଓବାଦୀ ନିହତ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ପୋଲିସ୍ ଗୁଳିରେ ୧୨ ମାଓବାଦୀ ନିହତ ହୋଇଛନ୍ତି। ଝାଡ଼ଖଣ୍ଡ ପାଲମୁ ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ମାଓବାଦୀ। ସିଆରପିଏଫ୍ ଓ ପୋଲିସର ମିଳିତ କମ୍ୱିଂବେଳେ ଲାଲବାହିନୀ ସହ ମୁହଁମୁହିଁ ହୋଇଥିଲା। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଘଟଣାସ୍ଥଳରୁ ୮ଟି ରାଇଫଲ୍ ମଧ୍ୟ ଉଦ୍ଧାର ହୋଇଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ୱିଂ ଅପରେସନକୁ ଆହୁରି ଜୋରଦାର କରାଯାଇଛି।

maoist-attack_naxallite_att

Rakesh Mallick
  • Published: Tuesday, 09 June 2015
  • , Updated: 09 June 2015, 03:48 AM IST

Related story