ଗିରଫ ପୂର୍ବରୁ ସାମାଜିକ କର୍ମୀ ଷ୍ଟନ ସ୍ୱାମୀ କହିଲେ ‘ମିଛ ଅଭିଯୋଗ ତିଆରି ହୋଇଛି’

ନୂଆଦିଲ୍ଲୀ: ଭୀମ କୋରେଗାଁଓ ମାମଲାରେ ଗିରଫ ହୋଇଛନ୍ତି ୮୩ ବର୍ଷୀୟ ଫାଦର ଷ୍ଟନ ସ୍ୱାମୀ। ଗିରଫ ହେବା ପୂର୍ବରୁ ସେ କହିଛନ୍ତି କମ୍ପ୍ୟୁଟରରେ ଜାଲିଆତି କରି ତାଙ୍କୁ ଫସାଇ ଦିଆଯାଇଥିବା ସେ କହିଛନ୍ତି। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରୁ ଷ୍ଟନଙ୍କୁ ଗିରଫ କରିଛି ଏନଆଇଏ। ଆଜି କୋର୍ଟରେ ହାଜର କରାଯାଇ ଏନଆଇଏ ନିଜ ହେପାଜତକୁ ନେଇପାରେ। ପୂର୍ବରୁ ପୁଣେ ପୁଲିସ ଦ୍ୱାରା ମଧ୍ୟ ଏହି ମାମଲାରେ ଷ୍ଟନ ଜେରାର ସମ୍ମୁଖୀନ ହୋଇଛନ୍ତି। ଆଦିବାସୀ ଅଧିକାର ପାଇଁ ସ୍ୱାମୀ ଲଢେଇ […]

Stan Swamy

Stan Swamy

Subhransu Sekhar
  • Published: Friday, 09 October 2020
  • Updated: 09 October 2020, 12:42 PM IST

Sports

Latest News

ନୂଆଦିଲ୍ଲୀ: ଭୀମ କୋରେଗାଁଓ ମାମଲାରେ ଗିରଫ ହୋଇଛନ୍ତି ୮୩ ବର୍ଷୀୟ ଫାଦର ଷ୍ଟନ ସ୍ୱାମୀ। ଗିରଫ ହେବା ପୂର୍ବରୁ ସେ କହିଛନ୍ତି କମ୍ପ୍ୟୁଟରରେ ଜାଲିଆତି କରି ତାଙ୍କୁ ଫସାଇ ଦିଆଯାଇଥିବା ସେ କହିଛନ୍ତି। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରୁ ଷ୍ଟନଙ୍କୁ ଗିରଫ କରିଛି ଏନଆଇଏ।

ଆଜି କୋର୍ଟରେ ହାଜର କରାଯାଇ ଏନଆଇଏ ନିଜ ହେପାଜତକୁ ନେଇପାରେ। ପୂର୍ବରୁ ପୁଣେ ପୁଲିସ ଦ୍ୱାରା ମଧ୍ୟ ଏହି ମାମଲାରେ ଷ୍ଟନ ଜେରାର ସମ୍ମୁଖୀନ ହୋଇଛନ୍ତି। ଆଦିବାସୀ ଅଧିକାର ପାଇଁ ସ୍ୱାମୀ ଲଢେଇ କରିବା ନେଇ ଜଣାଶୁଣା। ୧୯୯୬ରେ ୟୁରାନିୟମ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ବିରୁଦ୍ଧରେ ସେ ଅଭିଯାନ କରିଥିଲେ। ସେ ବିସ୍ଥାପିତ ଲୋକଙ୍କ କଲ୍ୟାଣ ତଥା ଅଧିକାର ପାଇଁ କାର୍ଯ୍ୟ କରିଆସୁଛନ୍ତି।

ତାଙ୍କ ଗିରଫକୁ ନେଇ ସୂଚନା ଦେଇଥିବା ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ୱାମୀ ସିପିଆଇ (ମାଓବାଦୀ) ର ସଦସ୍ୟ ଏବଂ ବେଆଇନ କାର୍ଯ୍ୟରେ ସକ୍ରିୟ ଥିଲେ।

ସିପିଆଇ (ମାଓବାଦୀ) କାର୍ଯ୍ୟକଳାପର ଅଗ୍ରଗତି ପାଇଁ ସେ ଜଣେ ସହଯୋଗୀଙ୍କ ମାଧ୍ୟମରେ ପାଣ୍ଠି ମଧ୍ୟ ଗ୍ରହଣ କରିଥିଲେ। ସିପିଆଇ (ମାଓବାଦୀ)ର କାର୍ଯ୍ୟକଳାପ ତଥା ବିଭିନ୍ନ ବେଆଇନ୍ ପ୍ରଚାର ସାମଗ୍ରୀ ତାଙ୍କ ନିକଟରୁ ଜବତ କରାଯାଇଛି ବୋଲି ଏନଆଇଏ ଅଧିକାରୀ ଜଣଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ସ୍ୱାମୀଙ୍କ ନାମରେ ଦାଖଲ ହୋଇଥିବା ଅଭିଯୋଗକୁ ଖାରଜ କରିବା ପାଇଁ ସ୍ୱାମୀ ଅକ୍ଟୋବର ୨୦୧୮ରେ ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ଏହା ପରେ ତାଙ୍କ ଓକିଲ ମିହିର ଦେଶାଇ କୋର୍ଟରେ ସତ୍ୟପାଠ ଦାଖଲ କରି କହିଥିଲେ ଯେ ଏହି ମାମଲାକୁ ଖାରଜ କରିବା ପାଇଁ।

ତେବେ ଦୁଇ ବର୍ଷ ପରେ, ଚଳିତ ବର୍ଷ ଜାନୁଆରୀରେ ଏନଆଇଏ ପୁନର୍ବାର ଏହି ହିଂସା ମାମଲାରେ ତାଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିଛି। ଗିରଫ ହେବା ପୂର୍ବରୁ ପ୍ରକାଶିତ ଏକ ବିବୃତ୍ତିରେ ସ୍ୱାମୀ କହିଛନ୍ତି, “ଭୀମା-କୋରେଗାଓଁ ମାମଲାରେ ମୋର ବର୍ତ୍ତମାନର ଏନଆଇଏ ଅନୁସନ୍ଧାନର କୌଣସି ସମ୍ପର୍କ ନାହିଁ ଯେଉଁଥିରେ ମୋତେ 'ସନ୍ଦିଗ୍ଧ-ଅଭିଯୁକ୍ତ' ଭାବରେ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story