ଝାଡ଼ଖଣ୍ଡ ଫଳାଫଳ: ସତ ହେବାକୁ ଯାଉଛି ଏକଜିଟ୍ ପୋଲ୍‌ର ରିପୋର୍ଟ !

ରାଞ୍ଚି: ଝାଡ଼ଖଣ୍ଡର ମୋଟ ୮୧ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ପାଇଁ ଗଣତି ଚାଲିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ଜେଏମଏମ ଓ କଂଗ୍ରେସ ମିଶି ୩୯ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୩୨ଟି ଆସନରେ ଏଜଏସୟୁ ୩ଟି ଆସନରେ, ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛନ୍ତି। ଅପରାହ୍ନ ୧ଟା ସୁଦ୍ଧା ଫଳାଫଳ ଜଣାପଡ଼ିବ ବୋଲି ସୂଚନା […]

hemanta soren raghubar dash

hemanta soren raghubar dash

Subhransu Sekhar
  • Published: Monday, 23 December 2019
  • Updated: 23 December 2019, 04:09 PM IST

Sports

Latest News

ରାଞ୍ଚି: ଝାଡ଼ଖଣ୍ଡର ମୋଟ ୮୧ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ପାଇଁ ଗଣତି ଚାଲିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ଜେଏମଏମ ଓ କଂଗ୍ରେସ ମିଶି ୩୯ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୩୨ଟି ଆସନରେ ଏଜଏସୟୁ ୩ଟି ଆସନରେ, ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛନ୍ତି। ଅପରାହ୍ନ ୧ଟା ସୁଦ୍ଧା ଫଳାଫଳ ଜଣାପଡ଼ିବ ବୋଲି ସୂଚନା ରହିଛି। ଯଦି ନିର୍ବାଚନ ଫଳାଫଳ ଟ୍ରେଣ୍ଡ ଏଭଳି ରୁହେ ଜେଏମଏମ ଓ କଂଗ୍ରେସ ମେଣ୍ଟ ସରକାର ଗଢ଼ିବା ସୁନିଶ୍ଚିତ। ସେହିପରି ବିଜେପି ବିରୋଧୀ ଆସନରେ ବସିବ ବୋଲି ଜଣାପଡ଼ିଛି।

ଆଜି ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ୨୪ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ଟି ବିଧାନସଭା ଆସନରେ ଗଣତି ଚାଲିଛି। ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କର ପୂର୍ବତନ ସହଯୋଗୀ ସର୍ଯ୍ୟୁ ରାୟ। ବିଜେପି ସର୍ଯ୍ୟୁ ରାୟଙ୍କୁ ଟିକେଟ ଦେବନି ବୋଲି ନିଷ୍ପତ୍ତି ନେବା ପରେ ଦଳ ଛାଡ଼ି ସେ ରଘୁବରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ୧୯୯୫ରୁ ଏହି ଆସନରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜୟୀ ହୋଇ ଆସୁଛନ୍ତି।

ଏକଜିଟ୍ ପୋଲର ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡର ୮୧ ବିଧାନସଭା ଆସନରୁ ଜେଏଏମ ୨୧, କଂଗ୍ରେସ ୧୬ ଓ ଆରଜେଡି ୩ଟି, ବିଜେପିକୁ ୨୯, ଏଜେଏସ୍‌ୟୁ ଓ ଜେଭିଏମକୁ ୩ଟି ଲେଖାଏ ଓ ଅନ୍ୟାନ୍ୟ ଦଳକୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି। ବିଜେପି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବ ବୋଲି ଆକଳନ କରିଥିବା ବେଳେ ଏକଜିଟ୍ ପୋଲ୍ କିନ୍ତୁ ବିଜେପି ଗାଦିଚ୍ୟୁତ ହେବ ବୋଲି ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story