ଝାରଖଣ୍ଡ: ମାଓ କମାଣ୍ଡାଣ୍ଟ ଆକାଶ ନିହତ

ରାଞ୍ଚି: ମାଓ ଅପରେଶନ୍‌ରେ ଝାଡ଼ଖଣ୍ଡ ରାଜ୍ୟ ପୋଲିସ୍‌ ଓ ସିଆରପିଏଫ୍‌ ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ଗୁମଲା ଜିଲ୍ଲା ଅନ୍ତର୍ଗତ ପଲକୋଟ୍‌ ଜଙ୍ଗଲରେ ହୋଇଥିବ ଗୁଳି ବିନିମୟରେ ଜଣେ ହାର୍ଡକୋର ମାଓବାଦୀ ଆକାଶ ଯାଦବଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ସେ ବିହାର-ଝାଡ଼ଖଣ୍ଡ (ବିଜେ-ଏସ୍‌ଏସି) କମାଣ୍ଡାଣ୍ଟ ଥିଲା।

jharkhand-maoists

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 06:18 PM IST

Related story