ସୋମବାର ଝାଡ଼ଖଣ୍ଡ ଫଳାଫଳ, ଏକଜିଟ୍ ପୋଲ ଦେଖି ବିଜେପି ଛାନିଆ

ରାଞ୍ଚି: ସୋମବାର ପ୍ରକାଶ ପାଇବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ। ୮୧ଟି ବିଧାନସଭା ଆସନ ପାଇଁ ପାଞ୍ଚଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଗଣତି ସୋମବାର କଡ଼ା ସୁରକ୍ଷା ଭିତରେ ଗଣତି ହେବ। ନିର୍ବାଚନ ଫଳାଫଳ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକଜିଟ ପୋଲ୍ ବିରୋଧୀ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା, କଂଗ୍ରେସ ମୁହଁରେ ହସ ଫୁଟିଥିବା ବେଳେ ବିଜେପି ଛାତିରେ ଛନକା ପସିଛି। ସୋମବାର ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ୨୪ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ଟି […]

amit saha raghubar

amit saha raghubar

Subhransu Sekhar
  • Published: Sunday, 22 December 2019
  • Updated: 23 December 2019, 04:09 PM IST

Sports

Latest News

ରାଞ୍ଚି: ସୋମବାର ପ୍ରକାଶ ପାଇବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ। ୮୧ଟି ବିଧାନସଭା ଆସନ ପାଇଁ ପାଞ୍ଚଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଗଣତି ସୋମବାର କଡ଼ା ସୁରକ୍ଷା ଭିତରେ ଗଣତି ହେବ। ନିର୍ବାଚନ ଫଳାଫଳ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକଜିଟ ପୋଲ୍ ବିରୋଧୀ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା, କଂଗ୍ରେସ ମୁହଁରେ ହସ ଫୁଟିଥିବା ବେଳେ ବିଜେପି ଛାତିରେ ଛନକା ପସିଛି।

ସୋମବାର ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ୨୪ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ଟି ବିଧାନସଭା ଆସନ ପାଇଁ ଗଣତି ହେବ। ଛତରା ବିଧାନସଭା ଆସନ ପାଇଁ ସର୍ବାଧିକ ୨୮ ଥର ଗଣତି ହେବ ବୋଲି ଜଣାପଡ଼ିଥିବାବେଳେ ଚନ୍ଦନକ୍ୟାରୀ ଏବଂ ତୋରପା ବିଧାନସଭା ଆସନ ପାଇଁ ମାତ୍ର ୨ ରାଉଣ୍ଡ ଗଣତି ହେବ। ଅପରାହ୍ନ ଗୋଟାଏ ସୁଦ୍ଧା ପ୍ରଥମ ଫଳାଫଳ ଆସିବ ବୋଲି ଅନୁମାନ କରାଯାଉଛି।

ତେବେ ଏକଜିଟ୍ ପୋଲର ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡର ୮୧ ବିଧାନସଭା ଆସନରୁ ଜେଏଏମ ୨୧, କଂଗ୍ରେସ ୧୬ ଓ ଆରଜେଡି ୩ଟି, ବିଜେପିକୁ ୨୯, ଏଜେଏସ୍‌ୟୁ ଓ ଜେଭିଏମକୁ ୩ଟି ଲେଖାଏ ଓ ଅନ୍ୟାନ୍ୟ ଦଳକୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି। ବିଜେପି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବ ବୋଲି ଆକଳନ କରିଥିବା ବେଳେ ଏକଜିଟ୍ ପୋଲ୍ କିନ୍ତୁ ବିଜେପି ଗାଦିଚ୍ୟୁତ ହେବ ବୋଲି ଆକଳନ କରିଛି।

ଭୋଟ ଗଣତି ବେଳେ ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ୧୯୯୫ରୁ ଏହି ଆସନରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜୟୀ ହୋଇ ଆସୁଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କର ପୂର୍ବତନ ସହଯୋଗୀ ସର୍ଯ୍ୟୁ ରାୟ। ବିଜେପି ସର୍ଯ୍ୟୁ ରାୟଙ୍କୁ ଟିକେଟ ଦେବନି ବୋଲି ନିଷ୍ପତ୍ତି ନେବା ପରେ ଦଳ ଛାଡ଼ି ସେ ରଘୁବରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story