ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଲା ଏଭିବିପି

ନିଆଦିଲ୍ଲୀ: ଜବାହାର ନେହୁର ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଛାତ୍ର ସଂସଦ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ବାଜି ମାରିଛି ଆରଏସଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ଛାତ୍ର ୱିଙ୍ଗସ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏଭିବିପି)। ଚଳିତବର୍ଷ ଏଭିବିପି ପକ୍ଷରୁ ସଭାପତି ଭାବେ ଜିତିନ୍ଦର ଆୱାନା, ଉପ-ସଭାପତି ଭାବେ ସୁନ୍ନି ଦେଢା, ସମ୍ପାଦକ ଭାବେ ଅଞ୍ଜଳି ରାନା ଓ ଯୁଗ୍ମ ସମ୍ପାଦକ ଭାବେ ଛତ୍ରପାଲ୍ ଯାଦବ ବିଜୟୀ ହୋଇଛନ୍ତି। ଚଳିତଥର ଜେଏନୟୁରେ କଂଗ୍ରେସ ଆଫ୍ଲିଏଟେଡ୍ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ୍(ଏନଏସୟୁଆଇ) ଓ ଆମ୍ ଆଦମି ପାର୍ଟିର ଷ୍ଟୁଡେଣ୍ଟ ୱିଙ୍ଗସ […]

avbp

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 08:59 AM IST

ନିଆଦିଲ୍ଲୀ: ଜବାହାର ନେହୁର ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଛାତ୍ର ସଂସଦ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ବାଜି ମାରିଛି ଆରଏସଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ଛାତ୍ର ୱିଙ୍ଗସ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏଭିବିପି)। ଚଳିତବର୍ଷ ଏଭିବିପି ପକ୍ଷରୁ ସଭାପତି ଭାବେ ଜିତିନ୍ଦର ଆୱାନା, ଉପ-ସଭାପତି ଭାବେ ସୁନ୍ନି ଦେଢା, ସମ୍ପାଦକ ଭାବେ ଅଞ୍ଜଳି ରାନା ଓ ଯୁଗ୍ମ ସମ୍ପାଦକ ଭାବେ ଛତ୍ରପାଲ୍ ଯାଦବ ବିଜୟୀ ହୋଇଛନ୍ତି।

ଚଳିତଥର ଜେଏନୟୁରେ କଂଗ୍ରେସ ଆଫ୍ଲିଏଟେଡ୍ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ୍(ଏନଏସୟୁଆଇ) ଓ ଆମ୍ ଆଦମି ପାର୍ଟିର ଷ୍ଟୁଡେଣ୍ଟ ୱିଙ୍ଗସ ଛାତ୍ର ୟୁବା ସଂଘର୍ଷ ସମିତି(ସିୱାଇଏସଏସ) ଧାରାଶାୟୀ ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୪୩.୩ ପ୍ରତିଶତ ମତଦାନ ହୋଇଥିଲା।

Related story