ଯୁଦ୍ଧ ବିମାନ ଖସାଇବା ଘଟଣା: ପୁଟିନ କହିଲେ ପଛରୁ ହୋଇଛି  ଛୁରାଘାତ,ବହୁ ମୂଲ୍ୟ ଦେବ ତୁର୍କୀ

ମସ୍କୋ: ସିରିଆ ସୀମାନ୍ତରେ ୠଷର ଯୁଦ୍ଧ ବିମାନକୁ ଆକ୍ରମଣ କରି ଖସାଇ ଦେଇଛି ତୁର୍କୀ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଯୁଦ୍ଧ ବିମାନ ତୁର୍କୀର ବାୟୁ ସୀମା ଉଲ୍ଲଂଘନ କରିଥିବାରୁ ଏହାକୁ ଖସାଇ ଦିଆଯାଇଛି। ତୁର୍କୀର ଏକ ଟିଭି ଚ୍ୟାନେଲ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ବିମାନଟିକୁ କିଭଳି ଟାର୍ଗେଟ କରାଯାଇଛି ଏବଂ ନିଆଁରେ ଜଳି ବିମାନଟି କିଭଳି ତଳକୁ ଖସୁଛି ତାହା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି […]

Vladimir-Putin

Vladimir-Putin

Rakesh Mallick
  • Published: Wednesday, 25 November 2015
  • Updated: 04 May 2017, 03:44 PM IST

Sports

Latest News

ମସ୍କୋ: ସିରିଆ ସୀମାନ୍ତରେ ୠଷର ଯୁଦ୍ଧ ବିମାନକୁ ଆକ୍ରମଣ କରି ଖସାଇ ଦେଇଛି ତୁର୍କୀ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଯୁଦ୍ଧ ବିମାନ ତୁର୍କୀର ବାୟୁ ସୀମା ଉଲ୍ଲଂଘନ କରିଥିବାରୁ ଏହାକୁ ଖସାଇ ଦିଆଯାଇଛି। ତୁର୍କୀର ଏକ ଟିଭି ଚ୍ୟାନେଲ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ବିମାନଟିକୁ କିଭଳି ଟାର୍ଗେଟ କରାଯାଇଛି ଏବଂ ନିଆଁରେ ଜଳି ବିମାନଟି କିଭଳି ତଳକୁ ଖସୁଛି ତାହା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ୠଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ଜୋର୍ଡାନର କିଙ୍ଗ ଅବବ୍ଦୁଲ୍ଲାଙ୍କୁ ଭେଟିବା ଅବସରରେ ସେ କହିଛନ୍ତି ଯେ ଏହା ପଛରେ ଛୁରୀରେ ଆଘାତ ଦେବା ଭଳି ଘଟଣା। ଏହି ଘଟଣା ପାଇଁ ତୁର୍କୀକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story