ପ୍ରଥମ ରାଜ୍ୟଭାବେ ‘ଯୌନ ଉତ୍ପୀଡ଼ନ’ ବିରୋଧରେ ଆଇନ ଆଣିଲା ଜମ୍ମୁ-କଶ୍ମୀର

ଜମ୍ମୁ: ଅଧିକାରୀମାନେ ବା ଉଚ୍ଚ ପଦସ୍ଥ ବ୍ୟକ୍ତିମାନେ କ୍ଷମତାର ଅପବ୍ୟବହାର କରି ଅଧସ୍ତନ ମହିଳା କର୍ମଚାରୀଙ୍କୁ ‘ଯୌନ ନିର୍ଯାତନା’ ଦେଉଥିବା ବିରୋଧରେ ପ୍ରଥମ ରାଜ୍ୟ ଭାବେ ଆଇନ ଆଣିଛି ଜମ୍ମୁ-କଶ୍ମୀର। ବର୍ତ୍ତମାନ ସ୍ଥିତିରେ ‘ଯୌନ ନିର୍ଯାତନା’ ଏକ ବଡ଼ ପ୍ରସଙ୍ଗ ପାଲଟିଥିବାବେଳେ #MeToo ଅଭିଯାନ ଏହି ପ୍ରସଙ୍ଗକୁ ଆହୁରି ଆଲୋଚନାମୁଖର କରିଥିଲା। ଗତକାଲି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଶାସନିକ ପରିଷଦ ‘ପ୍ରିଭେନସନ୍‌ ଅଫ୍‌ କରପ୍‌ସନ୍‌(ଆମେଣ୍ଡମେଣ୍ଟ) ବିଲ୍‌ ୨୦୧୮’ ଏବଂ ‘ଜମ୍ମୁ ଆଣ୍ଡ କଶ୍ମୀର […]

sextortion

sextortion

Subrat Kumar Nayak
  • Published: Saturday, 15 December 2018
  • Updated: 15 December 2018, 12:54 PM IST

Sports

Latest News

ଜମ୍ମୁ: ଅଧିକାରୀମାନେ ବା ଉଚ୍ଚ ପଦସ୍ଥ ବ୍ୟକ୍ତିମାନେ କ୍ଷମତାର ଅପବ୍ୟବହାର କରି ଅଧସ୍ତନ ମହିଳା କର୍ମଚାରୀଙ୍କୁ ‘ଯୌନ ନିର୍ଯାତନା’ ଦେଉଥିବା ବିରୋଧରେ ପ୍ରଥମ ରାଜ୍ୟ ଭାବେ ଆଇନ ଆଣିଛି ଜମ୍ମୁ-କଶ୍ମୀର। ବର୍ତ୍ତମାନ ସ୍ଥିତିରେ ‘ଯୌନ ନିର୍ଯାତନା’ ଏକ ବଡ଼ ପ୍ରସଙ୍ଗ ପାଲଟିଥିବାବେଳେ #MeToo ଅଭିଯାନ ଏହି ପ୍ରସଙ୍ଗକୁ ଆହୁରି ଆଲୋଚନାମୁଖର କରିଥିଲା।

ଗତକାଲି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଶାସନିକ ପରିଷଦ ‘ପ୍ରିଭେନସନ୍‌ ଅଫ୍‌ କରପ୍‌ସନ୍‌(ଆମେଣ୍ଡମେଣ୍ଟ) ବିଲ୍‌ ୨୦୧୮’ ଏବଂ ‘ଜମ୍ମୁ ଆଣ୍ଡ କଶ୍ମୀର କ୍ରିମିନାଲ୍‌ ଲ’ଜ୍‌ (ଆମେଣ୍ଡମେଣ୍ଟ) ବିଲ୍‌’କୁ ମଞ୍ଜୁରୀ ଦେବାଫଳରେ ଏହା ସମ୍ଭବପର ହୋଇପାରିଛି।

‘ଯୌନ ଉତ୍ପୀଡ଼ନ’ରେ ଅପରାଧିକ ଦଣ୍ଡବିଧାନ ପାଇଁ ‘ଜମ୍ମୁ ଆଣ୍ଡ କଶ୍ମୀର କ୍ରିମିନାଲ୍‌ ଲ’ଜ୍‌ (ଆମେଣ୍ଡମେଣ୍ଟ) ବିଲ୍‌ ୨୦୧୮’ ରନ୍‌ବୀର ପେନାଲ୍‌ କୋଡ୍‌ର ପରିବର୍ତ୍ତନ ଆବଶ୍ୟକ କରୁଥିଲା। କ୍ରିମିନାଲ ପ୍ରୋସିଜିୟୋର୍‌ କୋଡ୍‌ର ଧାରା ୧୫୪, ୧୬୧ ଏବଂ ଏଭିଡେନ୍ସ ଆକ୍ଟର ଧାରା ୫୩Aରେ ପରିବର୍ତ୍ତନ କରାଯାଇଛି ଯାହାଫଳରେ ରନ୍‌ବୀର ପେନାଲ୍‌ କୋଡ୍‌ରେ ଲାଗୁ ହେଉଥିବା ଅପରାଧିକ ଦଣ୍ଡ ବିଧାନ ‘ଯୌନ ଉତ୍ପୀଡ଼ନ’ ପାଇଁ ମଧ୍ୟ ଲାଗୁ ହୋଇପାରିବ।

‘ପ୍ରିଭେନସନ୍‌ ଅଫ୍‌ କରପ୍‌ସନ୍‌(ଆମେଣ୍ଡମେଣ୍ଟ) ବିଲ୍‌ ୨୦୧୮’ରେ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ଥିଲା 'ଦୁର୍ବ୍ୟବହାର'ର ସଂଜ୍ଞା ନିରୂପଣ କରିବା ଏବଂ ‘ଯୌନ ଅନୁଗ୍ରହ’ ଦାବି କରିବା ବା କ୍ଷମତାର ଅପବ୍ୟବହାର କରି ବ୍ଲାକ୍‌ମେଲ୍‌ କରି ‘ଯୌନ ସମ୍ପର୍କ ରଖିବା’କୁ ବାଧ୍ୟ କରିବା ମଧ୍ୟ ଅପରାଧିକ କାର୍ଯ୍ୟ ବୋଲି ଘୋଷଣା କରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story