ସାବରୀମାଲାକୁ ଯୁଦ୍ଧକ୍ଷେତ୍ର ହେବାକୁ ଦିଆଯିବନି:କେରଳ ମୁଖ୍ୟମନ୍ତ୍ରୀ

ଥିରୁଭନନ୍ତପୁରମ୍:୧୦ରୁ ୫୦ ବର୍ଷର ମହିଳା ବା ଯୁବତୀଙ୍କ ପ୍ରବେଶ ବିନା କେରଳ ସାବରୀମାଳା ମନ୍ଦିର ବନ୍ଦ ହେବାର ଗୋଟିଏ ଦିନ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌। ସେ କହିଛନ୍ତି ସୁପ୍ରିମ୍‌କୋର୍ଟ ସବୁ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ ହେଁ ଆରଏସ୍‌ଏସ୍‌ ଏହା ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ରଚିଛି। ସେହିପରି ଗଣମାଧ୍ୟମକୁ ଆକ୍ରମଣ ଭଳି ଘଟଣା ନିନ୍ଦନୀୟ ଏବଂ ଏହା କେରଳରେ ପ୍ରଥମ ଥର […]

Pinarayi

Pinarayi

Subrat Kumar Nayak
  • Published: Tuesday, 23 October 2018
  • Updated: 23 October 2018, 11:02 PM IST

Sports

Latest News

ଥିରୁଭନନ୍ତପୁରମ୍:୧୦ରୁ ୫୦ ବର୍ଷର ମହିଳା ବା ଯୁବତୀଙ୍କ ପ୍ରବେଶ ବିନା କେରଳ ସାବରୀମାଳା ମନ୍ଦିର ବନ୍ଦ ହେବାର ଗୋଟିଏ ଦିନ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌। ସେ କହିଛନ୍ତି ସୁପ୍ରିମ୍‌କୋର୍ଟ ସବୁ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ ହେଁ ଆରଏସ୍‌ଏସ୍‌ ଏହା ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ରଚିଛି। ସେହିପରି ଗଣମାଧ୍ୟମକୁ ଆକ୍ରମଣ ଭଳି ଘଟଣା ନିନ୍ଦନୀୟ ଏବଂ ଏହା କେରଳରେ ପ୍ରଥମ ଥର ପାଇଁ ଘଟିଛି ବୋଲି ସେ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପିନରାୟି କହିଛନ୍ତି, ୧୦ରୁ ୫୦ ବୟସର ମାସିକ ଋତୁସ୍ରାବ ଯୋଗ୍ୟା ମହିଳା ଭଗବାନ ଆୟପ୍ପାଙ୍କ ସାବରୀମାଲା ମନ୍ଦିର ଯାଇପାରିବେ ବୋଲି ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ପାଳନ କରିବା ତାଙ୍କ ସରକାରର କର୍ତ୍ତବ୍ୟ ଥିଲା। ସୂଚନାଯୋଗ୍ୟ ଯେ, ପିନାରାୟି ଏଭଳି ମନ୍ତବ୍ୟ ସେତେବେଳେ ଦେଇଛନ୍ତି ଯେତେବେଳେ ସୁପ୍ରିମ୍‌କୋର୍ଟ ଆଶ୍ୱସ୍ତି ଦେଇଛନ୍ତି ଯେ ଆଗାମୀ ନଭେମ୍ବର ୧୩ରେ ଏହି ପ୍ରସଙ୍ଗକୁ ନେଇ ଆଗତ କିଛି ପୁନର୍ବିଚାର ବା ରିଭ୍ୟୁ ଆବେଦନର ଶୁଣାଣି ହେବ।

ଏହି ଅବସରରେ ପିନାରାୟି ଆହୁରି ମଧ୍ୟ କହିଛନ୍ତି, ଆମେ ସୁପ୍ରିମ୍‌କୋର୍ଟଙ୍କୁ ଭରସା ଦେବାକୁ ଚାହିଁବୁ ଯେ ଆମେ ଏହି ରାୟକୁ ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ। ସରକାର କିମ୍ବା ପୁଲିସ୍‌ ଶ୍ରଦ୍ଧାଳୁଙ୍କୁ ଅଟକାଉ ନ ଥିବାବେଳେ ଆର୍‌ଏସ୍‌ଏସ୍‌ ସାବରୀମାଲାକୁ ଯୁଦ୍ଧକ୍ଷେତ୍ରରେ ପରିବର୍ତ୍ତିତ କରିବାର ପ୍ରୟାସ କରୁଛି। ସାବରୀମାଲା ବେସ୍‌କ୍ୟାମ୍ପରେ କିଛି ଗୋଷ୍ଠୀ ତମ୍ବୁ ପକାଇ ରହିଥିଲେ ଏବଂ ପରେ ସେମାନେ ହିଁ ବିକ୍ଷୋଭକାରୀ ପାଲଟିଥିଲେ। ସେମାନଙ୍କୁ କେବେ ମଧ୍ୟ ଶ୍ରଦ୍ଧାଳୁ କହି ହେବ ନାହିଁ ବୋଲି ପିନାରାୟି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story