ବର୍ଷେ ଯାଏ ବଢ଼ିଲା କରୋନା କଟକଣା

ଥିରୁଅନନ୍ତପୁରମ: କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ କଡ଼ା ନିଷ୍ପତ୍ତି ନେଇଛନ୍ତି କେରଳ ସରକାର। ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ରବିବାର କେରଳ ସରକାର ଏହି ଘୋଷଣା କରିଛନ୍ତି। କରୋନାକୁ ରୋକିବା ପାଇଁ ଏଯାବତ ଟିକା ବାହାରିନି। ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ ଦେଖି କେରଳ ସରକାର ଜୁଲାଇ ୨୦୨୧ ଯାଏ କରୋନା ନିୟମ ଅବଧି ବଢ଼ାଇଛନ୍ତି। ସରକାର ଏଥିପାଇଁ ଆଇନ୍ […]

mask

mask

Subhransu Sekhar
  • Published: Sunday, 05 July 2020
  • Updated: 05 July 2020, 07:01 PM IST

Sports

Latest News

ଥିରୁଅନନ୍ତପୁରମ: କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ କଡ଼ା ନିଷ୍ପତ୍ତି ନେଇଛନ୍ତି କେରଳ ସରକାର। ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ରବିବାର କେରଳ ସରକାର ଏହି ଘୋଷଣା କରିଛନ୍ତି।

କରୋନାକୁ ରୋକିବା ପାଇଁ ଏଯାବତ ଟିକା ବାହାରିନି। ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ ଦେଖି କେରଳ ସରକାର ଜୁଲାଇ ୨୦୨୧ ଯାଏ କରୋନା ନିୟମ ଅବଧି ବଢ଼ାଇଛନ୍ତି। ସରକାର ଏଥିପାଇଁ ଆଇନ୍ ଆଣିଛନ୍ତି ଯାହାର ନାମ ରହିଛି, କେରଳ ଏପିଡେମିକ ଡିଜିଜ କରୋନା ଭାଇରସ ଡିଜିଜ (କୋଭିଡ-୧୯) ଆଡିସନାଲ ରେଗୁଲେସନ, ୨୦୨୦।

ଏହି ଆଇନ୍ ଲାଗୁ ହେବା ପରେ ରାଜ୍ୟବାସୀ ସାମାଜିକ ଦୂରତା, ମାସ୍କ ବ୍ୟବହାର, ସୀମିତ ଲୋକଙ୍କ ମଧ୍ୟରେ ବିବାହ, ଅନ୍ତିମ ସଂସ୍କାର, ଦୋକାନରେ ଜିନିଷ କିଣିବା ବେଳେ ଏବେ ସବୁ ଜାରି ହୋଇଥିବା ନିୟମ ମାନିବେ।

ସେହିପରି କେରଳକୁ ଆସିବା ପୂର୍ବରୁ ବିଦେଶୀ ଏବଂ ଅନ୍ୟ ରାଜ୍ୟର ଲୋକମାନେ କୋଭିଡ-୧୯ ଜଗର୍ଥ ଇ ପ୍ଲାଟଫର୍ମରେ ରେଜିଷ୍ଟ୍ରେସନ କରିବେ। ଏହି ସମୟରେ ରାଜ୍ୟ ସରକାରଙ୍କ ନିୟମ ମାନିବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଛି। ସେହିପରି କେରଳରୁ ଅନ୍ୟ ରାଜ୍ୟକୁ ପରିବହନ ସେବା ଏବଂ ମାଲ ପରିବହନ ବ୍ୟାହାତ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story