ତୈଳ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରା

ଥିରୁଅନନ୍ତପୁରମ୍: ତୈଳ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ପୂରା କେରଳରେ ବନ୍ଦ ପାଳନ ହେଉଛି। କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରେଟିକ୍ ଫ୍ରଣ୍ଟ-ୟୁଡିଏଫ୍ ପକ୍ଷରୁ ବନ୍ଦ ଏହି ଡାକରା ଦିଆଯାଇଥିଲା। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା। ଏଥିସହିତ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ବନ୍ଦ ପ୍ରଭାବରେ ସମଗ୍ର କେରଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆଜିର ବନ୍ଦ୍‌କୁ ମିଶାଇଲେ ଚଳିତ […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 10:09 PM IST

ଥିରୁଅନନ୍ତପୁରମ୍: ତୈଳ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ପୂରା କେରଳରେ ବନ୍ଦ ପାଳନ ହେଉଛି। କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରେଟିକ୍ ଫ୍ରଣ୍ଟ-ୟୁଡିଏଫ୍ ପକ୍ଷରୁ ବନ୍ଦ ଏହି ଡାକରା ଦିଆଯାଇଥିଲା। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା। ଏଥିସହିତ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିଛି।

ବନ୍ଦ ପ୍ରଭାବରେ ସମଗ୍ର କେରଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆଜିର ବନ୍ଦ୍‌କୁ ମିଶାଇଲେ ଚଳିତ ବର୍ଷ କେରଳରେ ୧୦୦ ଥର ବନ୍ଦ ପାଳନ ହୋଇସାରିଲାଣି। ବିଜେପି ସବୁଠୁ ଅଧିକ ୩୮ଥର ବନ୍ଦ ପାଳନ କରିଥିବା ବେଳେ ସିପିଏମ୍ ଏବଂ ୟୁଡିଏଫ୍ ୧୪ଥର ଲେଖାଏଁ  କରିଛି ବନ୍ଦ।

Related story