ସ୍ୱାସ୍ଥ୍ୟାବସ୍ଥା ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲେ କିମ୍ ଜଙ୍ଗ୍

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍-ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶୁକ୍ରବାର ଏକ ସମାରୋହରେ ଯୋଗ ଦେଇ ସେ ଫିତା କାଟୁଥିବାର ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ସଂପର୍କିତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉତ୍ତର କୋରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ‘କୋରିଆନ୍ ସେଣ୍ଟ୍ରାଲ’ ପକ୍ଷରୁ ଏହି ଫଟୋ ଓ ତତ୍‌ ସଂପର୍କିତ ରିପୋର୍ଟ ପ୍ରକାଶ କରାଯାଇଛି। ଏହା ସହିତ ପାଖାପାଖି ୨୦ ଦିନ ପରେ କିମ୍ ଜଙ୍ଗ୍-ଉନ୍ […]

kim jong un

kim jong un

Subhransu Sekhar
  • Published: Saturday, 02 May 2020
  • Updated: 02 May 2020, 09:01 AM IST

Sports

Latest News

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍-ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶୁକ୍ରବାର ଏକ ସମାରୋହରେ ଯୋଗ ଦେଇ ସେ ଫିତା କାଟୁଥିବାର ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ସଂପର୍କିତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉତ୍ତର କୋରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ‘କୋରିଆନ୍ ସେଣ୍ଟ୍ରାଲ’ ପକ୍ଷରୁ ଏହି ଫଟୋ ଓ ତତ୍‌ ସଂପର୍କିତ ରିପୋର୍ଟ ପ୍ରକାଶ କରାଯାଇଛି। ଏହା ସହିତ ପାଖାପାଖି ୨୦ ଦିନ ପରେ କିମ୍ ଜଙ୍ଗ୍-ଉନ୍ ସମସ୍ତଙ୍କ ସାମ୍ନାକୁ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି। ଏପ୍ରିଲ ୧୧ରେ ଶେଷ ଥର ପାଇଁ ଦେଶବାସୀ ତାଙ୍କୁ ଦେଖିଥିଲେ।

କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ)ର ରିପୋର୍ଟ ଅନୁଯାୟୀ, ରାଜଧାନୀ ପ୍ୟୋଙ୍ଗୟାଙ୍ଗ ସ୍ଥିତ ସନଚିଓନର ଏକ ସାର କାରଖାନାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ କିମ୍‌ ଯୋଗ ଦେଇଥିଲେ। ସେଠାରେ ତାଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ୍ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ନେଇ ବେଶ୍ କିଛି ଦିନ ଚର୍ଚ୍ଚା ହୋଇଥିଲା। ଏପରିକି ହଂକଂର ଏକ ଗଣମାଧ୍ୟମର ଜଣେ ବଡ଼ ଅଧିକାରୀ ତାଙ୍କର ମୃତ୍ୟୁ ଘଟିଥିବା ନେଇ ବି କହିଥିଲେ। ତେବେ ଦକ୍ଷିଣ କୋରିଆ ଓ ଆଉ କିଛି ଦେଶ କହିଥିଲେ ଯେ ସେ ଚିକିତ୍ସାଧୀନ ଅଛନ୍ତି। ତାଇୱାନର ଜାତୀୟ ସୁରକ୍ଷା ବ୍ୟୁରୋର ନିର୍ଦ୍ଦେଶକ ଚିୟୁ କିଓ-ଚେଙ୍ଗ କହିଥିଲେ ଯେ କିମ୍‌ ଜଙ୍ଗ୍‌-ଉନ୍ ଅସୁସ୍ଥ ଅଛନ୍ତି। ଯେଉଁ ଉତ୍ତର କୋରିଆ ବ୍ୟକ୍ତି ଏହି ସୂଚନା ଦେଇଛନ୍ତି ତାଙ୍କର ସୁରକ୍ଷା ପାଇଁ ସେ ଆଉ ଅଧିକ ସୂଚନା ଦେବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story