କେ ପି ଶର୍ମା ଓଲୀ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: କେ ପି ଶର୍ମା ଓଲୀ ନେପାଳର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଓଲୀଙ୍କୁ ୩୩୮ ଭୋଟ ମିଳିଛି। ଅନ୍ୟପକ୍ଷରେ ସୁଶୀଲ କୋଇରାଲାଙ୍କୁ ୨୪୯ ଭୋଟ ମିଳିଛି। ସିପିଏନ–ୟୁଏମଏଲ ସଭାପତି ଖଡଗ ପ୍ରସାଦ ଶର୍ମା ଓଲୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଅଧିକ ଦାବିଦାର ପ୍ରାର୍ଥୀ ବୋଲି ବିବେଚନା କରାଯାଉଥିଲା। ଶନିବାର ସୁଶୀଲ କୋଇରାଲା ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମ ବାରଣ ଯାଦବଙ୍କୁ ପ୍ରଦାନ କରିଥିଲେ। ସେପ୍ଟେମ୍ୱର ୨୦ ତାରିଖରୁ ନେପାଳରେ କାର୍ଯ୍ୟକାରୀ ହୋଇଛି ନୂଆ ସମ୍ୱିଧାନ। […]

Kp-oli

Rakesh Mallick
  • Published: Sunday, 11 October 2015
  • , Updated: 04 May 2017, 03:44 PM IST

କାଠମାଣ୍ଡୁ: କେ ପି ଶର୍ମା ଓଲୀ ନେପାଳର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଓଲୀଙ୍କୁ ୩୩୮ ଭୋଟ ମିଳିଛି। ଅନ୍ୟପକ୍ଷରେ ସୁଶୀଲ କୋଇରାଲାଙ୍କୁ ୨୪୯ ଭୋଟ ମିଳିଛି।

ସିପିଏନ–ୟୁଏମଏଲ ସଭାପତି ଖଡଗ ପ୍ରସାଦ ଶର୍ମା ଓଲୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଅଧିକ ଦାବିଦାର ପ୍ରାର୍ଥୀ ବୋଲି ବିବେଚନା କରାଯାଉଥିଲା। ଶନିବାର ସୁଶୀଲ କୋଇରାଲା ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମ ବାରଣ ଯାଦବଙ୍କୁ ପ୍ରଦାନ କରିଥିଲେ।

ସେପ୍ଟେମ୍ୱର ୨୦ ତାରିଖରୁ ନେପାଳରେ କାର୍ଯ୍ୟକାରୀ ହୋଇଛି ନୂଆ ସମ୍ୱିଧାନ। ନୂଆ ସମ୍ୱିଧାନ ଅନୁଯାୟୀ ନେପାଳକୁ ୭ଟି ସଂଘୀୟ ରାଜ୍ୟରେ ପରିଣତ କରିବାର ଯୋଜନା ରହିଛି।

Related story