ଆୟକର ରିଟର୍ଣ୍ଣସ୍ ଫାଇଲ ପାଇଁ ପୁଣି ୫ଦିନ ସମୟ ମିଳିଲା
ନୂଆଦିଲ୍ଲୀ: ଘୁଞ୍ଚିଲା ଇନ୍କମ ଟ୍ୟାକ୍ସ ରିଟର୍ଣ୍ଣସ୍ ଫାଇଲର ଅବଧି। ଇନ୍କମ ଟ୍ୟାକ୍ସ ରିଟର୍ଣ୍ଣସ୍ ଫାଇଲ ନେଇ ଆଜି ଶେଷ ଦିନ ଥିବା ବେଳେ ଏହାର ଅବଧିକୁ ଆୟକର ବିଭାଗ ଆହୁରି ୫ ଦିନ ଘୁଞ୍ଚାଇଦେଇଛି । ଅର୍ଥାତ ଅଗଷ୍ଟ ୫ ତାରିଖକୁ ଶେଷ ଦିବସ ସ୍ଥିର କରାଯାଇଛି। ଅନଲାଇନ୍ରେ ଫାଇଲ ହେଉଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଥିବା ନେଇ ଅଭିଯୋଗ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ ଆଜି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଅନଲାଇନ୍ରେ http://incometaxindiaefiling.gov.in/ ଏହି […]
ନୂଆଦିଲ୍ଲୀ: ଘୁଞ୍ଚିଲା ଇନ୍କମ ଟ୍ୟାକ୍ସ ରିଟର୍ଣ୍ଣସ୍ ଫାଇଲର ଅବଧି। ଇନ୍କମ ଟ୍ୟାକ୍ସ ରିଟର୍ଣ୍ଣସ୍ ଫାଇଲ ନେଇ ଆଜି ଶେଷ ଦିନ ଥିବା ବେଳେ ଏହାର ଅବଧିକୁ ଆୟକର ବିଭାଗ ଆହୁରି ୫ ଦିନ ଘୁଞ୍ଚାଇଦେଇଛି । ଅର୍ଥାତ ଅଗଷ୍ଟ ୫ ତାରିଖକୁ ଶେଷ ଦିବସ ସ୍ଥିର କରାଯାଇଛି। ଅନଲାଇନ୍ରେ ଫାଇଲ ହେଉଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଥିବା ନେଇ ଅଭିଯୋଗ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ ଆଜି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଅନଲାଇନ୍ରେ http://incometaxindiaefiling.gov.in/ ଏହି ୱେବସାଇଟ୍ରେ ଫାଇଲ ହୋଇପାରିବ।