ଲିବ୍ୟା: ୨୦୧୧ ହତ୍ୟା ମାମଲାରେ ଗଦ୍ଦାଫିଙ୍କ ପୁଅକୁ ମୃତ୍ୟୁ ଦଣ୍ଡାଦେଶ

ତ୍ରିପୋଲି: ୨୦୧୧ ହତ୍ୟା ମାମଲାରେ ମୁଆଁମାର ଗଦ୍ଦାଫିଙ୍କ ପୁଅ ସେଇଲ୍ଫ ଅଲ-ଏଲ-କ୍ୱାଦ୍ଦାଫିଙ୍କୁ ମଙ୍ଗଳବାର ମୃତ୍ୟୁଦଣ୍ଡ ଦେଇଛନ୍ତି ଲିବ୍ୟାର ସବୋର୍ଚ୍ଚ କୋର୍ଟ। ୪ ବର୍ଷ ତଳେ ସେ ଓ ତାଙ୍କ  ବାପା ମୁଆଁମାର ଗଦ୍ଦାଫିଙ୍କ ପରିବାର ଲିବ୍ୟାରେ ଆତ୍ମଘୋଷିତ ରାଷ୍ଟ୍ରମୁଖ୍ୟ ହୋଇ ଏକଛତ୍ରବାଦ ଶାସନ ପ୍ରତିଷ୍ଠା କରିଥିଲେ। ଏହାକୁ ବିରୋଧ କରି ସେହି ସମୟରେ ହଜାର ହଜାର ଦେଶବାସୀ ବିରୋଧ କରିବା ସହ ଗାଦ୍ଦାଫିଙ୍କୁ ଗାଦିଚ୍ୟୁତ କରିଥିଲେ। ଏଥିରେ ଗଦ୍ଦାଫିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପରିବାରଙ୍କର ବହୁ ଲୋକ […]

Libya-web-superJumbo

Rakesh Mallick
  • Published: Tuesday, 28 July 2015
  • , Updated: 04 May 2017, 03:45 PM IST

ତ୍ରିପୋଲି: ୨୦୧୧ ହତ୍ୟା ମାମଲାରେ ମୁଆଁମାର ଗଦ୍ଦାଫିଙ୍କ ପୁଅ ସେଇଲ୍ଫ ଅଲ-ଏଲ-କ୍ୱାଦ୍ଦାଫିଙ୍କୁ ମଙ୍ଗଳବାର ମୃତ୍ୟୁଦଣ୍ଡ ଦେଇଛନ୍ତି ଲିବ୍ୟାର ସବୋର୍ଚ୍ଚ କୋର୍ଟ। ୪ ବର୍ଷ ତଳେ ସେ ଓ ତାଙ୍କ  ବାପା ମୁଆଁମାର ଗଦ୍ଦାଫିଙ୍କ ପରିବାର ଲିବ୍ୟାରେ ଆତ୍ମଘୋଷିତ ରାଷ୍ଟ୍ରମୁଖ୍ୟ ହୋଇ ଏକଛତ୍ରବାଦ ଶାସନ ପ୍ରତିଷ୍ଠା କରିଥିଲେ। ଏହାକୁ ବିରୋଧ କରି ସେହି ସମୟରେ ହଜାର ହଜାର ଦେଶବାସୀ ବିରୋଧ କରିବା ସହ ଗାଦ୍ଦାଫିଙ୍କୁ ଗାଦିଚ୍ୟୁତ କରିଥିଲେ। ଏଥିରେ ଗଦ୍ଦାଫିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପରିବାରଙ୍କର ବହୁ ଲୋକ ମୃତାହତ ହୋଇଥିଲେ। କିନ୍ତୁ ସେଇଲ୍ଫ ଅଲ-ଏଲ-କ୍ୱାଦ୍ଦାଫିଙ୍କ ସେହି ସମୟରେ ଜିଣ୍ଟାନ୍ ସହର ଉତ୍ତର-ପଶ୍ଚିମାଞ୍ଚଳରେ ଉଗ୍ରବାଦୀ ସଂଗଠନକୁ ପରିଚାଳନା କରିଥିଲେ। ଏହି ଉଗ୍ରବାଦୀଙ୍କ ସହାଯ୍ୟରେ ସେ ଲିବ୍ୟାରେ ଏକଛତ୍ରବାଦ ପ୍ରତିଷ୍ଠା କରିଥିଲେ ବୋ‍ଲିରେ କୋର୍ଟରେ ପ୍ରମାଣିତ ହୋଇଛି। ତେବେ ସେଇଲ୍ଫ ଅଲ-ଏଲ-କ୍ୱାଦ୍ଦାଫିଙ୍କୁ କେବେ ମୃତ୍ୟୁ ଦଣ୍ଡ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ।

Related story