ନୂଆଦିଲ୍ଲୀ: ଚାହିଦା ଅନୁଯାୟୀ ଦିନକୁ ଦିନ ସ୍ମାର୍ଟ ଫୋନ୍ର ଫିଚର ବଦଳୁଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ହାଇଟେକ୍ ସେଟ ତିଆରି କରାଯାଉଛି। ଏବେ ସେମିତି ଏକ ଲୋଭନୀୟ ଫିଚର ଥିବା ଫୋନ୍ ବଜାରକୁ ଆସିବାକୁ ଯାଉଛି। ଏହି କମ୍ପାନୀ ହେଉଛି ଲାଇଟ୍। ଯେଉଁଥିରେ ୯ଟି ରିୟର କ୍ୟାମେରା ରହିଛି।
ରିପୋର୍ଟ ଅନୁଯାୟୀ, ୯ଟି ଲେନ୍ସ ଥିବା ଏହି ସ୍ମାର୍ଟଫୋନରେ ୬୪ ମେଗାପିକ୍ସେଲ ପର୍ଯ୍ୟନ୍ତ ସଟ୍ ନିଆଯାଇପାରିବ। କମ ଆଲୁଅରେ ଏହି ମୋବାଇଲରେ ଉନ୍ନତମାନର ଫଟୋ ଉଠାଯାଇପାରିବ। ଏହି କମ୍ପାନୀ ଏକା ସାଙ୍ଗରେ ଅନେକ ପ୍ରୋଟୋଟାଇପ ଉପରେ କାମ କରୁଛି, ଯେଉଁଥିରେ ୫ଟିରୁ ଆରମ୍ଭ କରି ୯ଟି ରିୟର କ୍ୟାମେରା ସେଟଅପ୍ ରହିଛି । ତେବେ ଏହି ସ୍ମାର୍ଟଫୋନ ଚଳିତ ବର୍ଷ ଶେଷ ଆଡକୁ ଲଞ୍ଚ ହେବାର ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ଧର୍ମ ଓ ବିଜ୍ଞାନର ସମନ୍ୱୟ- କୁମ୍ଭ ମେଳା
କୁମ୍ଭମେଳା କେବଳ ଶାସ୍ତ୍ର ଭିତରେ ସୀମିତ ନୁହେଁ ଏହା ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ। ଅଥର୍ବ ବେଦର ଚତୁର୍ଥ ମଣ୍ଡଳର ୩୪ ସୂକ୍ତରେ ଓ ୧୯ ମଣ୍ଡଳର ୫୩ ସୂକ୍ତରେ କୁମ୍ଭ ଶବ୍ଦ ବ୍ୟବହାର କରାଯାଇଛି (ପୂର୍ଣ୍ଣ: କୁମ୍ଭୋଧୀ କାଳ ଆହିତସ୍ତ ୱେ ପଶ୍ୟାମୋ...)। ମହାଭାରତର ଅସ୍ତିକା ପର୍ବ ଓ ତୀର୍ଥ ଯାତ୍ରା ଖଣ୍ଡରେ ପ୍ରୟାଗରାଜରେ ସ୍ନାନର ମହତ୍ୱ ବର୍ଣ୍ଣନା କରାଯାଇଛି।
National
LAC ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର: ସ୍ଥଳ ସେନା ମୁଖ୍ୟ
ଗତ ବର୍ଷ କଶ୍ମୀରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ।
National
CAG ରିପୋର୍ଟ: ସଚ୍ଚୋଟତା ଉପରେ ସନ୍ଦେହ, ଆପ୍ ଉପରେ ବର୍ଷିଲେ ହାଇକୋର୍ଟ
ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।
Business
ଡଲାର ତୁଳନାରେ ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଟଙ୍କା
ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ ପାଇଥିଲା। ଗୋଟିଏ ଡଲାରର ମୂଲ୍ୟ ସେତେବେଳେ ୮୬.୦୪ ଟଙ୍କା ଥିଲା। ଆଜି ଏହା ପୁଣି ୩୮ ପଇସା ହ୍ରାସ ପାଇଛି।
Guest Column
ସାମ୍ବାଦିକର ସତ କହିବାର ଅଧିକାରକୁ ସୁରକ୍ଷା ଲୋଡ଼ା
ସମ୍ବିଧାନରେ ମତ ପ୍ରକାଶ କରିବାର ସ୍ୱାଧୀନତା ପ୍ରତ୍ୟେକ ନାଗରିକଙ୍କର ରହିଥିଲେ ମଧ୍ୟ ସେହି ଆଧାରରେ ଜଣେ ସାମ୍ବାଦିକ ସତ ପ୍ରକାଶ କରି ନିଜକୁ ସୁରକ୍ଷିତ ରଖିପାରିବ ନାହିଁ। ଏଥିପାଇଁ ସାରା ଦେଶରେ ଏବେ ଗୋଟିଏ ଦାବି ସାମ୍ବାଦିକମାନେ ଚାହାନ୍ତି ତାହା ହେଉଛି ସମ୍ବାଦପତ୍ର ସ୍ୱାଧୀନତା ଆଇନ୍।