ଆସୁଛି ୯ କ୍ୟାମେରା ଥିବା ଫୋନ୍‌: ଜାଣନ୍ତୁ କେତେ ମେଗାପିକ୍ସେଲ ରହିଛି କ୍ୟାମେରା

ନୂଆଦିଲ୍ଲୀ: ଚାହିଦା ଅନୁଯାୟୀ ଦିନକୁ ଦିନ ସ୍ମାର୍ଟ ଫୋନ୍‌ର ଫିଚର ବଦଳୁଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ହାଇଟେକ୍‌ ସେଟ ତିଆରି କରାଯାଉଛି।  ଏବେ ସେମିତି ଏକ ଲୋଭନୀୟ ଫିଚର ଥିବା ଫୋନ୍‌ ବଜାରକୁ ଆସିବାକୁ ଯାଉଛି। ଏହି କମ୍ପାନୀ ହେଉଛି ଲାଇଟ୍‌।  ଯେଉଁଥିରେ ୯ଟି ରିୟର କ୍ୟାମେରା ରହିଛି। ରିପୋର୍ଟ ଅନୁଯାୟୀ, ୯ଟି ଲେନ୍ସ ଥିବା ଏହି ସ୍ମାର୍ଟଫୋନରେ ୬୪ ମେଗାପିକ୍ସେଲ ପର୍ଯ୍ୟନ୍ତ ସଟ୍ ନିଆଯାଇପାରିବ। କମ ଆଲୁଅରେ ଏହି ମୋବାଇଲରେ […]

light-1

light-1

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 11:12 AM IST

Sports

Latest News

ନୂଆଦିଲ୍ଲୀ: ଚାହିଦା ଅନୁଯାୟୀ ଦିନକୁ ଦିନ ସ୍ମାର୍ଟ ଫୋନ୍‌ର ଫିଚର ବଦଳୁଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ହାଇଟେକ୍‌ ସେଟ ତିଆରି କରାଯାଉଛି।  ଏବେ ସେମିତି ଏକ ଲୋଭନୀୟ ଫିଚର ଥିବା ଫୋନ୍‌ ବଜାରକୁ ଆସିବାକୁ ଯାଉଛି। ଏହି କମ୍ପାନୀ ହେଉଛି ଲାଇଟ୍‌।  ଯେଉଁଥିରେ ୯ଟି ରିୟର କ୍ୟାମେରା ରହିଛି।

ରିପୋର୍ଟ ଅନୁଯାୟୀ, ୯ଟି ଲେନ୍ସ ଥିବା ଏହି ସ୍ମାର୍ଟଫୋନରେ ୬୪ ମେଗାପିକ୍ସେଲ ପର୍ଯ୍ୟନ୍ତ ସଟ୍ ନିଆଯାଇପାରିବ। କମ ଆଲୁଅରେ ଏହି ମୋବାଇଲରେ ଉନ୍ନତମାନର ଫଟୋ ଉଠାଯାଇପାରିବ। ଏହି କମ୍ପାନୀ ଏକା ସାଙ୍ଗରେ ଅନେକ ପ୍ରୋଟୋଟାଇପ ଉପରେ କାମ କରୁଛି, ଯେଉଁଥିରେ ୫ଟିରୁ ଆରମ୍ଭ କରି ୯ଟି ରିୟର କ୍ୟାମେରା ସେଟଅପ୍ ରହିଛି । ତେବେ ଏହି ସ୍ମାର୍ଟଫୋନ ଚଳିତ ବର୍ଷ ଶେଷ ଆଡକୁ ଲଞ୍ଚ ହେବାର ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story