ଟ୍ରେନରଙ୍କୁ ମାଡ଼ିବସିଲା ସର୍କସ୍ ସିଂହ

ୟୁକ୍ରେନ୍‌: ବହୁ ବର୍ଷ ଧରି ତାଲିମ ଦିଆଯିବା ପରେ ସିଂହ ପରି ହିଂସ୍ର ଜନ୍ତୁ ମଧ୍ୟ ପୋଷା ମାନିଯାଆନ୍ତି ଏବଂ ଟ୍ରେନରର ଇସାରାରେ ସର୍କସ୍‌ରେ କାରନାମା ଦେଖାନ୍ତି। କିନ୍ତୁ ଯଦି ଲୁହା ଜାଲ ଘେରା ପରିବେଶ ମଧ୍ୟରେ ଏକ ପୋଷା ଓ ତାଲିମପ୍ରାପ୍ତ ସିଂହ ହଠାତ ତା’ର ସର୍କସ୍‌ ଟ୍ରେନରଙ୍କ ଉପରେ ଆକ୍ରମଣ କରିବାକୁ ମାଡ଼ି ଆସେ, ତାହେଲେ ପରିଣାମ କଣ ହେବ? ୟୁକ୍ରେନ୍‌ରେ ଏଭଳି ଏକ ଘଟଣା ଘଟିଛି। ଏଠାକାର ଲୁଗାନ୍‌ସ୍କ ଷ୍ଟେଟ୍‌ ସର୍କସ୍‌ର ଶୋ’ […]

lion

lion

Subrat Kumar Nayak
  • Published: Friday, 05 April 2019
  • Updated: 05 April 2019, 05:45 PM IST

ୟୁକ୍ରେନ୍‌: ବହୁ ବର୍ଷ ଧରି ତାଲିମ ଦିଆଯିବା ପରେ ସିଂହ ପରି ହିଂସ୍ର ଜନ୍ତୁ ମଧ୍ୟ ପୋଷା ମାନିଯାଆନ୍ତି ଏବଂ ଟ୍ରେନରର ଇସାରାରେ ସର୍କସ୍‌ରେ କାରନାମା ଦେଖାନ୍ତି। କିନ୍ତୁ ଯଦି ଲୁହା ଜାଲ ଘେରା ପରିବେଶ ମଧ୍ୟରେ ଏକ ପୋଷା ଓ ତାଲିମପ୍ରାପ୍ତ ସିଂହ ହଠାତ ତା'ର ସର୍କସ୍‌ ଟ୍ରେନରଙ୍କ ଉପରେ ଆକ୍ରମଣ କରିବାକୁ ମାଡ଼ି ଆସେ, ତାହେଲେ ପରିଣାମ କଣ ହେବ? ୟୁକ୍ରେନ୍‌ରେ ଏଭଳି ଏକ ଘଟଣା ଘଟିଛି।

ଏଠାକାର ଲୁଗାନ୍‌ସ୍କ ଷ୍ଟେଟ୍‌ ସର୍କସ୍‌ର ଶୋ' ଚାଲିଥିବା ବେଳେ ହଠାତ ଏକ ତାଲିମପ୍ରାପ୍ତ ସିଂହ ତା'ର ପୁରୁଣା ସର୍କସ୍ ଟ୍ରେନର୍ ହମଦା କୌଟାଙ୍କୁ ମାଡ଼ିବସିଥିଲା। ଏହାର ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସ୍ପଷ୍ଟ ଦେଖାଯାଉଛି ସିଂହଟି କୌଟାଙ୍କୁ ମାଡ଼ିବସି ତଳେ ପକାଇ ଦେଉଛି। କିନ୍ତୁ କୌଟା ସିଂହଟିକୁ ହାତରେ ଠେଲିଦେଇ ଖସିଯିବାରେ ସଫଳ ହେଉଛନ୍ତି। ଏହି ମୂହୁର୍ତ୍ତରେ ଉପସ୍ଥିତ ଦର୍ଶକ ଭୟ ଓ ଆଶଙ୍କାରେ ଚିତ୍କାର କରୁଥିବା ଦେଖାଯାଇଥିଲା।
https://www.instagram.com/p/BvZfxBghwXB/?utm_source=ig_web_copy_link
ଭିଡିଓଟି ହଜାର ହଜାର ଥର ଶେୟାର ହେଲାଣି। ତେବେ ଏହି ଘଟଣାରେ ଆହତ ଟ୍ରେନର୍ ଜଣକ କହିଛନ୍ତି, “ସେ ମୋ ଉପରକୁ କୁଦା ମାରି ମୋତେ କାମୁଡ଼ି ଦେଇଥିଲା। କିନ୍ତୁ ଭାଗବାନଙ୍କୁ ଧନ୍ୟବାଦ ଏଥିପାଇଁ ଯେ ସେ ମୋ ବେକକୁ ଧରିପାରି ନଥିଲା। ସେ ମୋତେ ଛାଡ଼ିଦେଇଥିଲା, କିନ୍ତୁ ମୋ ପିଠି, ବାହୁ ଏବଂ ଗୋଡ଼ରେ ଭୀଷଣ ଆଘାତ ଲାଗିଥିଲା। ମୁଁ ଗୋଟିଏ ସିଂହକୁ ଡାକୁଥିଲି କିନ୍ତୁ ସେହି ସମୟରେ ଆଉ ଗୋଟିଏ ସିଂହ ମୋତେ ଆକ୍ରମଣ କରିଦେଲା।”

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଆହତ ହୋଇଥିଲେ ମଧ୍ୟ ପ୍ରଦର୍ଶନ ବନ୍ଦ କରିନଥିଲି। କାରଣ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଥିଲେ। ମୁଁ ଚାହୁଁନଥିଲି ସେମାନେ ନିରାଶ ହୁଅନ୍ତୁ। ବର୍ତ୍ତମାନ ଏହି ଘଟଣା ପରେ ସର୍କସ୍‌ରେ ସିଂହଙ୍କୁ ସାମିଲ କରାଯିବା ବିରୋଧରେ ସ୍ୱର ଉଠିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story