ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ୯୧ ଚାଷୀ

ମୁମ୍ବାଇ: ମହାରାଷ୍ଟ୍ରର ବୁଲଡାଣା ଜିଲ୍ଲାର ୯୧ ଜଣ ଚାଷୀ ଇଚ୍ଛାମୃତ୍ୟୁ ଅନୁମତି ମାଗିଛନ୍ତି। ଏମାନେ ସମସ୍ତେ ରାଜ୍ୟପାଳ ଓ ସବ୍ ଡିଭିଜନାଲ୍ ଅଫିସରଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି ।ଚାଷୀମାନଙ୍କ ଅଭିଯୋଗ କରିଛନ୍ତିଯେ, ଜାତୀୟ ରାଜପଥ ନିର୍ମାଣ ପାଇଁ ସରକାର ଅଧିଗ୍ରହଣ କରିଥିବା ସେମାନଙ୍କ ଜମିର ଉଚିତ୍ କ୍ଷତିପୂରଣ ମିଳିନାହିଁ। ଯାହା ମିଳିଛି ସମୁଦ୍ରକୁ ଶଙ୍ଖେ। ତେଣୁ ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଦିଆଯାଉ, ନଚେତ୍ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ। ।ଏଥିସହ ଫସଲର ଉଚିତ୍ ମୂଲ୍ୟ […]

mmm

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 03:44 PM IST

ମୁମ୍ବାଇ: ମହାରାଷ୍ଟ୍ରର ବୁଲଡାଣା ଜିଲ୍ଲାର ୯୧ ଜଣ ଚାଷୀ ଇଚ୍ଛାମୃତ୍ୟୁ ଅନୁମତି ମାଗିଛନ୍ତି। ଏମାନେ ସମସ୍ତେ ରାଜ୍ୟପାଳ ଓ ସବ୍ ଡିଭିଜନାଲ୍ ଅଫିସରଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି ।ଚାଷୀମାନଙ୍କ ଅଭିଯୋଗ କରିଛନ୍ତିଯେ, ଜାତୀୟ ରାଜପଥ ନିର୍ମାଣ ପାଇଁ ସରକାର ଅଧିଗ୍ରହଣ କରିଥିବା ସେମାନଙ୍କ ଜମିର ଉଚିତ୍ କ୍ଷତିପୂରଣ ମିଳିନାହିଁ। ଯାହା ମିଳିଛି ସମୁଦ୍ରକୁ ଶଙ୍ଖେ। ତେଣୁ ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଦିଆଯାଉ, ନଚେତ୍ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ। ।ଏଥିସହ ଫସଲର ଉଚିତ୍ ମୂଲ୍ୟ ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

Related story