କଂଗ୍ରେସକୁ ହଁ କହିବା ପରେ ନା କହିଲେ ସପ୍‌ନା

ନୂଆଦିଲ୍ଲୀ: ହରିଆଣାର ନୃତ୍ୟଶିଳ୍ପୀ ଏବଂ ଗାୟିକା ସପ୍‌ନା ଚୌଧୁରୀ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ନିଜେ ଏହାକୁ ଅସ୍ୱୀକାର କରିଛନ୍ତି। ସେ ସ୍ପଷ୍ଟ କରିଦେଇଛନ୍ତି ନା ମୁଁ କଂଗ୍ରେସରେ ଯୋଗ ଦେଇଛି, ନା କୌଣସି ଦଳ ପାଇଁ ପ୍ରଚାର କରିବି। ଅନ୍ୟ ପକ୍ଷରେ ଏକ ଫର୍ମ ବର୍ତ୍ତମାନ ଉତ୍ତରପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ନରେନ୍ଦ୍ର ରଥି ଦେଖାଇଛନ୍ତି ଯେଉଁଥିରେ ସପ୍‌ନାଙ୍କ ଫଟୋ ସହିତ ନାମ ମଧ୍ୟ ରହିଛି। ଏଥିରେ ୨୩ ତାରିଖ […]

sapna

sapna

Subrat Kumar Nayak
  • Published: Sunday, 24 March 2019
  • Updated: 24 March 2019, 08:09 PM IST

ନୂଆଦିଲ୍ଲୀ: ହରିଆଣାର ନୃତ୍ୟଶିଳ୍ପୀ ଏବଂ ଗାୟିକା ସପ୍‌ନା ଚୌଧୁରୀ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ନିଜେ ଏହାକୁ ଅସ୍ୱୀକାର କରିଛନ୍ତି। ସେ ସ୍ପଷ୍ଟ କରିଦେଇଛନ୍ତି ନା ମୁଁ କଂଗ୍ରେସରେ ଯୋଗ ଦେଇଛି, ନା କୌଣସି ଦଳ ପାଇଁ ପ୍ରଚାର କରିବି।

ଅନ୍ୟ ପକ୍ଷରେ ଏକ ଫର୍ମ ବର୍ତ୍ତମାନ ଉତ୍ତରପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ନରେନ୍ଦ୍ର ରଥି ଦେଖାଇଛନ୍ତି ଯେଉଁଥିରେ ସପ୍‌ନାଙ୍କ ଫଟୋ ସହିତ ନାମ ମଧ୍ୟ ରହିଛି। ଏଥିରେ ୨୩ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି ଏବଂ ତାଙ୍କ ଭଉଣୀ ମଧ୍ୟ କଂଗ୍ରେସରେ ଯୋଗ ଦେବା ସମ୍ପର୍କିତ ଫର୍ମ ଭରିଥିବା ସେ ସୂଚନା ଦେଇଛନ୍ତି। ସେ ଫର୍ମ ଭରୁଥିବାର ଏକ ଫଟୋ ମଧ୍ୟ ରହିଛି।

ଏଥିରେ ସେ ଉତ୍ତରପ୍ରଦେଶରୁ କଂଗ୍ରେସ ସଦସ୍ୟତା ଲାଭ କରିଥିବା ଉଲ୍ଲେଖ କରାଯାଇଛି। ଚର୍ଚ୍ଚା ହେଉଛି ସେ ମଥୁରା ଲଢ଼ିବାର ଥିଲା କିନ୍ତୁ ଟିକେଟ୍ ନମିଳିବାରୁ ସେ କଂଗ୍ରେସରେ ସାମିଲ ହେବେନି ବୋଲି କହୁଛନ୍ତି।

ସପ୍‌ନା ଗତ ବର୍ଷ ୟୁପିଏ ଅଧ୍ୟକ୍ଷ ସୋନିଆଙ୍କୁ ଭେଟିବାକୁ ଯାଇଥିଲେ। ସେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ପିଟିଆଇ ସୂତ୍ରରୁ ଜଣାଯାଇଥିଲା ସେ ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ମଥୁରା ଲୋକସଭା ଆସନରୁ ବିଜେପିର ହେମା ମାଳିନୀଙ୍କ ବିରୋଧରେ ପ୍ରାର୍ଥୀ ହେବାର ଥିଲା।
କିନ୍ତୁ ସେ ଏହାକୁ ଅସ୍ୱୀକାର କରି କହିଛନ୍ତି ପ୍ରିୟଙ୍କାଙ୍କ ସହିତ ତାଙ୍କ ଫଟୋ ପୂରୁଣା ଫଟୋ। ସେ କଂଗ୍ରେସରେ ଯୋଗ ଦେବାକୁ ନେଇ ବିଜେପି ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story