ଗୁଆହାଟୀ: ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ରବିବାର କହିଛନ୍ତି କଂଗ୍ରେସର ସୋଶାଲ ମିଡିଆ ପାକିସ୍ତାନରେ ବେଶି ଲୋକପ୍ରିୟ। ଏପରିକି କଂଗ୍ରେସ ପାକିସ୍ତାନରେ ଯଦି ନିର୍ବାଚନ ଲଢ଼େ ଏହି ଦଳ ମିଛକୁ ନେଇ ଲଢ଼ୁଥିବାରୁ ସେଠାରେ ଆରାମରେ ନିର୍ବାଚନ ଜିତିଯିବ। କଂଗ୍ରେସ ନେତାଙ୍କ ମନ୍ତବ୍ୟ ଭାରତୀୟଙ୍କ ତୁଳନାରେ ପାକିସ୍ତାନୀଙ୍କ ଦ୍ୱାରା ବେଶି ରିଟ୍ୱିଟ୍ ହୋଇଥାଏ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “କଂଗ୍ରେସ ନେତାଙ୍କ ମତ ମନ୍ତବ୍ୟ ପଡ଼ୋଶୀ ପାକିସ୍ତାନୀଙ୍କୁ ଏତେ ଭଲ ଲାଗୁଛି ଯେ ଆମ ଦେଶ ଅପେକ୍ଷା ସେମାନେ ଅଧିକ ଶେୟାର କରୁଛନ୍ତି। ଆମ ପ୍ରମୁଖ ବିରୋଧୀ ଦଳର ସ୍ଥିତି ଏମିତି ଯେ ଏହା ପାକିସ୍ତାନରେ ନିର୍ବାଚନ ଲଢ଼ିଲେ ମଧ୍ୟ ଜିତିଯିବ।”
ସେ କହିଛନ୍ତି, କଂଗ୍ରେସ ପାଖରେ କିଛି ପ୍ରସଙ୍ଗ ନଥିଲେ ସେମାନେ ଆମ ବିରୋଧରେ ମିଛ ପ୍ରଚାର କରନ୍ତି। ବର୍ତ୍ତମାନ କେହି ବୁଝିପାରୁନାହାନ୍ତି କଂଗ୍ରେସ କହିବାକୁ କ’ଣ ଚାହୁଁଛି ଏବଂ ଏହା ଦେଶକୁ କେଉଁ ଦିଗରେ ନେଇଯିବାକୁ ଚାହୁଁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାହୁଲ ଗାନ୍ଧି ହାଜିର ହୋ': ଜାରି ହେଲା ସମନ
ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
National
ମୋହାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୨ ମୃତ, ଘର ମାଲିକ ନାଁରେ ମାମଲା
ବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି।
Science & Environment
ମହାକାଶକୁ ଯିବ 'ନିସାର' ସାଟେଲାଇଟ୍
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ସାଟେଲାଇଟରେ ଏହାକୁ ଲଞ୍ଚ କରିବ ଇସ୍ରୋ।
National
ବଡ଼ ଅଭିଯୋଗ ଆଣିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ଅଲ୍ଲୁ କହିଲେ- ମୋ ଚରିତ୍ର ସଂହାର କରାଯାଉଛି
ଶନିବାର ସନ୍ଧ୍ୟାବେଳେ ଅଲ୍ଲୁ ଅର୍ଜୁନ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସେ କହଛନ୍ତି, ୪ ତାରିଖରେ ସନ୍ଧ୍ୟା ଥିଏଟରରେ ଯାହା ଘଟିଲା ତାହା ଏକ ଦୁର୍ଭାଗ୍ୟଜନକ ଘଟଣା।
National
କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ
କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।