ରାତି ପାହିଲେ ୧୦୦ ଟଙ୍କା ଶସ୍ତାରେ ମିଳିବ ଏଲପିଜି

ନୂଆଦିଲ୍ଲୀ: ଆସନ୍ତାକାଲି ଜୁଲାଇ ପହିଲା ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ। ଆଜି ଇଣ୍ଡିଆନ ଅଏଲ କର୍ପୋରେସନ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍‌ ଏଣିକି ସିଲିଣ୍ଡର ପିଛା ୭୩୭.୫୦ ବଦଳରେ ୬୩୭ ଟଙ୍କାରେ ଗ୍ରାହକମାନେ ପାଇପାରିବେ। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ପାଇବାରୁ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଏଭଳିତ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ସବସିଡି ପାଉଥିବା ଲୋକମାନେ ଗ୍ୟାସ୍‌ ସିଲିଣ୍ଡରକୁ ୪୯୪.୩୫ ଟଙ୍କାରେ […]

w

w

Hemant Lenka
  • Published: Sunday, 30 June 2019
  • Updated: 01 July 2019, 09:19 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଜୁଲାଇ ପହିଲା ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ। ଆଜି ଇଣ୍ଡିଆନ ଅଏଲ କର୍ପୋରେସନ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍‌ ଏଣିକି ସିଲିଣ୍ଡର ପିଛା ୭୩୭.୫୦ ବଦଳରେ ୬୩୭ ଟଙ୍କାରେ ଗ୍ରାହକମାନେ ପାଇପାରିବେ।

ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ପାଇବାରୁ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଏଭଳିତ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ସବସିଡି ପାଉଥିବା ଲୋକମାନେ ଗ୍ୟାସ୍‌ ସିଲିଣ୍ଡରକୁ ୪୯୪.୩୫ ଟଙ୍କାରେ ପାଇବେ। ଅର୍ଥାତ ସବ୍‌ସିଡିରେ ସିଲିଣ୍ଡର ପାଉଥିବା ଗ୍ରାହକମାନେ ୧୪୨.୬୫ ସଞ୍ଚୟ କରିପାରିବେ। ଜୁନ୍‌ ୧ରେ ସିଲିଣ୍ଡର ପିଛା ଦର ୩.୬୫ ଟଙ୍କା ବୃଦ୍ଧି ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story