ମାଗଣାରେ ଗ୍ରୋସରୀ ନମିଳିବାରୁ ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା!

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଅଭାବନୀୟ ଘଟଣା। ଲକଡାଉନ୍ ବେଳେ ମାଗଣାରେ ଗ୍ରୋସରୀ ଦିଆଯିବନି ବୋଲି ସରକାର ଅଧିକାରୀ କହିବା ପରେ ଜଣେ ପ୍ରବାସୀ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ତେବେ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପ୍ରବାସୀ ଶ୍ରମିକ ଅଜିତ କୁମାର (୩୭) ରାଜୀବ ଗାନ୍ଧୀ କଲୋନୀରେ ରୁହନ୍ତି। ଶନିବାର ଦିନ ସେ ରହୁଥିବା ଘରେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହିଛି। ତେବେ ଅଜିତଙ୍କ ସ୍ତ୍ରୀ କହିଛନ୍ତି, ଥାନା ଜରିଆରେ ପ୍ରଶାସନ ମାଗଣା ଗ୍ରୋସରୀ ବାଣ୍ଚୁଛି। […]

LUDHIANA

LUDHIANA

Subhransu Sekhar
  • Published: Monday, 11 May 2020
  • Updated: 11 May 2020, 09:16 PM IST

Sports

Latest News

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଅଭାବନୀୟ ଘଟଣା। ଲକଡାଉନ୍ ବେଳେ ମାଗଣାରେ ଗ୍ରୋସରୀ ଦିଆଯିବନି ବୋଲି ସରକାର ଅଧିକାରୀ କହିବା ପରେ ଜଣେ ପ୍ରବାସୀ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ତେବେ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପ୍ରବାସୀ ଶ୍ରମିକ ଅଜିତ କୁମାର (୩୭) ରାଜୀବ ଗାନ୍ଧୀ କଲୋନୀରେ ରୁହନ୍ତି। ଶନିବାର ଦିନ ସେ ରହୁଥିବା ଘରେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହିଛି।

ତେବେ ଅଜିତଙ୍କ ସ୍ତ୍ରୀ କହିଛନ୍ତି, ଥାନା ଜରିଆରେ ପ୍ରଶାସନ ମାଗଣା ଗ୍ରୋସରୀ ବାଣ୍ଚୁଛି। ସରକାରୀ ଅଧିକାରୀ ମାଗଣାରେ ଗ୍ରୋସରୀ ଦିଆଯିବନି ବୋଲି ତାଙ୍କ ସ୍ୱାମୀଙ୍କୁ କହିବାରୁ ବାଧ୍ୟ ହୋଇ ସେ ଆତ୍ମହତ୍ୟା କରିଛନ୍ତି। ଅନ୍ୟପଟେ ପୁଲିସ କହିଛି, ଲକଡାଉନ୍ ପାଇଁ ଦେଶବ୍ୟାପୀ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିଛି। ତେଣୁ ମାନସିକ ସନ୍ତୁଳନ ହରାଇ ଅଜିତ ଏଭଳି ଚରମ ପଦକ୍ଷେପ ନେଇଛି।

ସେହିଭଳି ଘରେ ଖାଇବା ନଥିବାରୁ ପରିବାର ଲୋକେ ଭୋକିଲା ରହୁଥିଲେ ବୋଲି ଅଜିତଙ୍କ ସ୍ତ୍ରୀ କହିଛନ୍ତି। ରୋଜଗାର ନଥିବାରୁ ଅଜିତ ଚିନ୍ତାରେ ଥିଲେ। ଦୁଇ ସପ୍ତାହ ହେବ ଅଜିତ ଚିନ୍ତାରେ ଥିଲେ ବୋଲି ମଧ୍ୟ ଅଜିତଙ୍କ ପଡ଼ୋଶୀ କହିଛନ୍ତି। ତେବେ ଅଜିତଙ୍କ ସ୍ତ୍ରୀଙ୍କ ଅଭିଯୋଗକୁ ଫୋକଲ ପଏଣ୍ଟସ ଥାନା ଅଧିକାରୀ ଖଣ୍ଡନ କରିଛନ୍ତି। କୌଣସି ଅଧିକାରୀ ରାସନ ମାଗଣାରେ ଦେବେ ନାହିଁ ବୋଲି କହି ନାହାନ୍ତି। ବରୋଜଗାର ଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story