ମହାମେଣ୍ଟ ନିଜ ସପକ୍ଷରେ ଭୋଟ୍ ଜୁଟାଇବାରେ ବିଫଳ ହେବା ଆକଳନ ବିଜେପିର ଭୁଲ୍ ଥିଲା: ଜେଟଲୀ

ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ଆରଏସ୍ଏସ୍ ମୁଖ୍ୟ ମୋହନ୍ ଭାଗବତ୍ ଦେଇଥିବା ବୟାନ୍ ବିହାରରେ ବିଜେପିର ପରାଜୟର କାରଣ ନୁହେଁ। ଆଜି ନୂଆଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ପରେ ଏହା କହିଛନ୍ତି ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ସେ କହିଛନ୍ତି, ବିହାରରେ ଏନଡିଏ ଅପେକ୍ଷା ମହାମେଣ୍ଟର ଭୋଟ୍ ଟ୍ରାନ୍ସଫର୍ ହାର ଭଲ ଥିଲା। ଏଥିଯୋଗୁଁ ମହାମେଣ୍ଟ ଜିତିଲା। ଅନ୍ୟ ଆଞ୍ଚଳିକ ଓ କ୍ଷୁଦ୍ର ଦଳଗୁଡିକ ଯୋଗୁଁ ମହାମେଣ୍ଟ ନିଜ ସପକ୍ଷରେ ଭୋଟ୍ […]

pm-modi-amit-shah

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 02:12 PM IST

ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ଆରଏସ୍ଏସ୍ ମୁଖ୍ୟ ମୋହନ୍ ଭାଗବତ୍ ଦେଇଥିବା ବୟାନ୍ ବିହାରରେ ବିଜେପିର ପରାଜୟର କାରଣ ନୁହେଁ। ଆଜି ନୂଆଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ପରେ ଏହା କହିଛନ୍ତି ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ସେ କହିଛନ୍ତି, ବିହାରରେ ଏନଡିଏ ଅପେକ୍ଷା ମହାମେଣ୍ଟର ଭୋଟ୍ ଟ୍ରାନ୍ସଫର୍ ହାର ଭଲ ଥିଲା। ଏଥିଯୋଗୁଁ ମହାମେଣ୍ଟ ଜିତିଲା। ଅନ୍ୟ ଆଞ୍ଚଳିକ ଓ କ୍ଷୁଦ୍ର ଦଳଗୁଡିକ ଯୋଗୁଁ ମହାମେଣ୍ଟ ନିଜ ସପକ୍ଷରେ ଭୋଟ୍ ଜୁଟାଇ ପାରିବ ନାହିଁ ବୋଲି ବିଜେପିର ଆକଳନ ଭୁଲ୍ ହୋଇଗଲା ବୋଲି ଜେଟଲୀ କହିଛନ୍ତି। ବିହାର ନିର୍ବାଚନରେ ଚରମ ବିଫଳତା ପରେ ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହାର ସମୀକ୍ଷା କରାଯାଇଥିଲା।

Related story