ମଧୁକୋଡାଙ୍କ ଦଣ୍ଡବିଧାନ ଆଜି

କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ ହେବ। ଗତକାଲି ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କସହ ପୂର୍ବତନ କୋଇଲା ସଚିବ ଏଚ.ସି ଗୁପ୍ତା, ଝାଡଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଅଶୋକ କୁମାର ଓ ଆଉ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ଆଜି ସମସ୍ତଙ୍କ ଦଣ୍ଡ ବିଧାନ କରିବେ। ଝାଡ଼ଖଣ୍ଡର ରାଜହାରା ଉତ୍ତର କୋଲ […]

IN13MADHUKODA-2

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 01:53 PM IST

କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ ହେବ। ଗତକାଲି ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କସହ ପୂର୍ବତନ କୋଇଲା ସଚିବ ଏଚ.ସି ଗୁପ୍ତା, ଝାଡଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଅଶୋକ କୁମାର ଓ ଆଉ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ଆଜି ସମସ୍ତଙ୍କ ଦଣ୍ଡ ବିଧାନ କରିବେ। ଝାଡ଼ଖଣ୍ଡର ରାଜହାରା ଉତ୍ତର କୋଲ ବ୍ଲକ କୋଲକତାର ଏକ କମ୍ପାନୀକୁ ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।

Related story