କରୋନାକୁ ମାତ୍ ଦେଇ ସୁସ୍ଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ଭୋପାଲ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୁସ୍ଥ ହୋଇଯାଇଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ ଆସିବାରୁ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ଡାକ୍ତରମାନେ ଶ୍ରୀ ଚୌହାନଙ୍କୁ ୧୧ ଦିନ ହୋମ କ୍ୱାରେଣ୍ଟାଇନ ଓ ୭ ଦିନ ଯାଏ ନିଜର ସ୍ୱାସ୍ଥ୍ୟ ନିଜେ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି। ଜୁଲାଇ ୨୬ରେ ୬୧ ବର୍ଷୀୟ ଚୌହାନ କରୋନାରେ ଆକ୍ରାନ୍ତ […]
ଭୋପାଲ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୁସ୍ଥ ହୋଇଯାଇଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ ଆସିବାରୁ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।
ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ଡାକ୍ତରମାନେ ଶ୍ରୀ ଚୌହାନଙ୍କୁ ୧୧ ଦିନ ହୋମ କ୍ୱାରେଣ୍ଟାଇନ ଓ ୭ ଦିନ ଯାଏ ନିଜର ସ୍ୱାସ୍ଥ୍ୟ ନିଜେ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି।
ଜୁଲାଇ ୨୬ରେ ୬୧ ବର୍ଷୀୟ ଚୌହାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।