ମହାରାଷ୍ଟ୍ରରେ ପୁଣି ୪୮୭୮ ପଜିଟିଭ, ମୃତ୍ୟୁସଂଖ୍ୟା ୭୮୫୫କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ମହାମାରୀ କରୋନା ଥମିବାର ନାଁ ଧରୁନି। ଆଜି ଗୋଟିଏ ଦିନରେ ପୁଣିଥରେ ରାଜ୍ୟରେ ୪୮୭୮ ଜଣ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୪,୭୬୧ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ସବୁଠାରୁ କମ୍‌ ୯୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ପୂର୍ବରୁ ୧୫୦ ଜଣଙ୍କ ମୃତ୍ୟୁକୁ ଆଜି ରାଜ୍ୟ ସରକାର କରୋନା ଜନିତ ମୃତ୍ୟୁ ତାଲିକାରେ ସ୍ଥାନ ଦେଇଛନ୍ତି। ଏହାକୁ ମିଶାଇ […]

b

b

Hemant Lenka
  • Published: Tuesday, 30 June 2020
  • Updated: 30 June 2020, 09:05 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ମହାମାରୀ କରୋନା ଥମିବାର ନାଁ ଧରୁନି। ଆଜି ଗୋଟିଏ ଦିନରେ ପୁଣିଥରେ ରାଜ୍ୟରେ ୪୮୭୮ ଜଣ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୪,୭୬୧ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ ସବୁଠାରୁ କମ୍‌ ୯୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ପୂର୍ବରୁ ୧୫୦ ଜଣଙ୍କ ମୃତ୍ୟୁକୁ ଆଜି ରାଜ୍ୟ ସରକାର କରୋନା ଜନିତ ମୃତ୍ୟୁ ତାଲିକାରେ ସ୍ଥାନ ଦେଇଛନ୍ତି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୮୫୫କୁ ବୃଦ୍ଧି ପାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୧,୭୪,୭୬୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୦,୯୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବିଭିନ୍ନ ହସ୍ପିଟାଲରେ ୭୫,୯୭୯ ଜଣ ଚିକିତ୍ସିତ ହେଉଛନ୍ତି।

ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୮୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛି। ଫଳରେ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭,୬୫୮କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୪୪,୧୭୦ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୫୬ ଜଣ ପ୍ରାଣ ହରାଇଛନ୍ତି। ଏବେ ୨୮,୯୨୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story