ମାଲେସିଆରେ ଡଙ୍ଗା ଓଲଟି ୧୫ ମୃତ, ୪୦ ନିଖୋଜ

ମାଲେସିଆ: ମାଲେସିଆର ପଶ୍ଚିମତଟରେ ଲାଗିଥିବା ସମୁଦ୍ରରେ ଏକ ଡଙ୍ଗା ଓଲଟିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହିତ ୪୦ ଜଣ ନିଖୋଜ ହୋଇଥିବା ଜଣାପଡିଛି। ଏହି ଡଙ୍ଗାରେ ୭୦ରୁ ୮୦ ଯାତ୍ରୀ ଥିଲେ। କିଛି ମତ୍ସଜୀବୀ ୧୯ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ୪୦ରୁ ୫୦ ଫୁଟ ଲମ୍ୱା କାଠରେ ନିର୍ମିତ ଡଙ୍ଗାରେ ୭୦ରୁ ୮୦ ଯାତ୍ରୀ ଯାଉଥିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା।

malaysia

Rakesh Mallick
  • Published: Friday, 04 September 2015
  • , Updated: 04 May 2017, 03:45 PM IST

Related story