ମୋଦିଙ୍କ ଇସ୍ତଫା ଦାବି କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ସରକାରଙ୍କ ବିମୁଦ୍ରାକରଣକୁ ବିରୋଧ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦରୁ ମୋଦି ଇସ୍ତଫା ଦେବା ସହ ବିଜେପିର ବରିଷ୍ଠ ନେତା ଲାଲକ୍ରିଷ୍ଣା ଆଡଭାନୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କିମ୍ବା ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସରକାର ଗଢ଼ିବା ପାଇଁ ସେ କହିଛନ୍ତି। ବିମୁଦ୍ରାକରଣ ଓ ଚିଟ୍‌ଫଣ୍ଡ୍‌ ଘୋଟାଲାରେ ନିଜ ଦଳର ସାଂସଦମାନଙ୍କ ଗିରଫ ଘଟଣାରେ ମୋଦି ସରକାରଙ୍କ ବିପକ୍ଷରେ ଯୁଦ୍ଧ ଘୋଷଣା କରିଥିବା ତୃଣମୂଳ କଂଗ୍ରେସ ସୁପ୍ରିମୋ ଦେଶକୁ ମୋଦିଙ୍କ […]

mamata-banerjee

mamata-banerjee

Rakesh Mallick
  • Published: Saturday, 07 January 2017
  • Updated: 07 January 2017, 02:37 PM IST

Sports

Latest News

ନୂଆଦିଲ୍ଲୀ: ସରକାରଙ୍କ ବିମୁଦ୍ରାକରଣକୁ ବିରୋଧ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦରୁ ମୋଦି ଇସ୍ତଫା ଦେବା ସହ ବିଜେପିର ବରିଷ୍ଠ ନେତା ଲାଲକ୍ରିଷ୍ଣା ଆଡଭାନୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କିମ୍ବା ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସରକାର ଗଢ଼ିବା ପାଇଁ ସେ କହିଛନ୍ତି।

ବିମୁଦ୍ରାକରଣ ଓ ଚିଟ୍‌ଫଣ୍ଡ୍‌ ଘୋଟାଲାରେ ନିଜ ଦଳର ସାଂସଦମାନଙ୍କ ଗିରଫ ଘଟଣାରେ ମୋଦି ସରକାରଙ୍କ ବିପକ୍ଷରେ ଯୁଦ୍ଧ ଘୋଷଣା କରିଥିବା ତୃଣମୂଳ କଂଗ୍ରେସ ସୁପ୍ରିମୋ ଦେଶକୁ ମୋଦିଙ୍କ ଠାରୁ ରକ୍ଷା କରିବା ପାଇଁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ହସ୍ତକ୍ଷେପ କରବା ଉଚିତ୍‌ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ସବୁ ବିରୋଧୀ ଦଳ ମତଭେଦ ଭୁଲି ଦେଶକୁ ରକ୍ଷା କରିବା ପାଇଁ ଏକାଠି ହେବା ଉଚିତ୍। ପ୍ରଧାନମନ୍ତ୍ରୀ ପଦ ପାଇଁ ଆଡଭାନୀ, ଜେଟଲୀ ଏବଂ ରାଜନାଥଙ୍କ ନାମ ସୁପାରିଶ କରିବା ସହ ଏହି ସମସ୍ୟାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ କରିବାର ସମୟ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story