୨ଟା ସିଝା ଅଣ୍ଡା ପାଇଁ ୧୭୦୦ ଟଙ୍କା ବିଲ୍, ଲୋକେ ଦେଲେ ଅଜବ ମନ୍ତବ୍ୟ

ମୁମ୍ବାଇ: ନିକଟରେ ଅଭିନେତା ରାହୁଲ ବୋଷ ହୋଟେଲରେ କଦଳୀ ଦର ବାବଦରେ ଏକ ବିଲ୍‌ ସୋଶାଲ ମିଡିଆରେ ଭାଇରାଲ କରିବା ପରେ ବିଭିନ୍ନ ହୋଟେଲରେ ସାଧାରଣ ଜିନିଷ ସବୁର ଦରଦାମ ବାବଦରେ ଅଜବ ତଥ୍ୟ ସବୁ ସାମ୍ନାକୁ ଆସୁଛି। ଏବେ ସୋଶାଲ ମିଡିଆରେ ଜଣେ ବ୍ୟକ୍ତି ମୁମ୍ବାଇର ଏକ ହୋଟେଲର ଆକାଶଛୁଆଁ ବିଲ ବାବଦରେ ପୋଷ୍ଟ କରିଛନ୍ତି। ଟ୍ୱିଟରରେ ସେ ପୋଷ୍ଟ କରିଥିବା ଏହି ବିଲ୍‌କୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ସେ ୨ଟି ସିଝା ଅଣ୍ଡା ପାଇଁ […]

egg

Subrat Kumar Nayak
  • Published: Sunday, 11 August 2019
  • , Updated: 11 August 2019, 06:37 PM IST

ମୁମ୍ବାଇ: ନିକଟରେ ଅଭିନେତା ରାହୁଲ ବୋଷ ହୋଟେଲରେ କଦଳୀ ଦର ବାବଦରେ ଏକ ବିଲ୍‌ ସୋଶାଲ ମିଡିଆରେ ଭାଇରାଲ କରିବା ପରେ ବିଭିନ୍ନ ହୋଟେଲରେ ସାଧାରଣ ଜିନିଷ ସବୁର ଦରଦାମ ବାବଦରେ ଅଜବ ତଥ୍ୟ ସବୁ ସାମ୍ନାକୁ ଆସୁଛି।

ଏବେ ସୋଶାଲ ମିଡିଆରେ ଜଣେ ବ୍ୟକ୍ତି ମୁମ୍ବାଇର ଏକ ହୋଟେଲର ଆକାଶଛୁଆଁ ବିଲ ବାବଦରେ ପୋଷ୍ଟ କରିଛନ୍ତି। ଟ୍ୱିଟରରେ ସେ ପୋଷ୍ଟ କରିଥିବା ଏହି ବିଲ୍‌କୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ସେ ୨ଟି ସିଝା ଅଣ୍ଡା ପାଇଁ ୧୭୦୦ ଟଙ୍କା ଗଣିଛନ୍ତି।

ଏହାପରେ ଲୋକେ ରାହୁଲ ବୋଷଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ଭାଇ କ’ଣ ଆନ୍ଦୋଳନ କରିବା କି? ଆଉ କେହି କେହି ଲେଖିଛନ୍ତି ଏଇ ଅଣ୍ଡା ଭିତରୁ କ’ଣ ସୁନାବାହାରିବ ନା’ କଣ? ଜଣେ ତ ଲେଖିଛନ୍ତି ଯେ, ଏ ଅଣ୍ଡା ଦେଇଥିବା କୁକୁଡ଼ା ନିଶ୍ଚୟ ଜଣେ ବଡ଼ ଧନୀଲୋକଙ୍କ ଘରେ ଜନ୍ମ ନେଇଥିଲା।
https://twitter.com/KartikDhar/status/1160117590292754432?s=20

https://twitter.com/cricketwoman/status/1160129317549928449?s=20
https://twitter.com/bhushan87404847/status/1160148084791267328?s=20
https://twitter.com/SandeepParekh/status/1160433397145063425?s=20
https://twitter.com/aslileo/status/1160395563101085698?s=20

Related story